ଆଜି ପହିଲି ରଜ: ଉତ୍ସବ ମୁଖର ଗାଁରୁ ସହର

ଭୁବନେଶ୍ୱର: ଆଜି ପହିଲି ରଜ। କୁଆଁରୀ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି, ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ରଜ ପାଳୁଛନ୍ତି। ରଜପାନ ଖିଆ ସାଙ୍ଗକୁ ଜମୁଛି ରଜ ଦୋଳି ଖେଳ। ରଜ ପାଇଁ ଘରେ ଘରେ ପିଠା ପଣାର ମହକ। ଗାଁ ତୋଟାରେ ଭଳିକି ଭଳି ଦୋଳି ଲାଗିଛି।  କେବଳ ଝିଅ ନୁହେଁ ରଜ ତିନିଦନ ପୁଅମାନେ ବି ମଉଜରେ ମାତିଛନ୍ତି। ତାସ୍‌, ପଶା, ବାଗୁଡି ଖେଳର ଆସର ଖୁବ୍ […]

raja

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 09:24 AM IST

ଭୁବନେଶ୍ୱର: ଆଜି ପହିଲି ରଜ। କୁଆଁରୀ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି, ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ରଜ ପାଳୁଛନ୍ତି। ରଜପାନ ଖିଆ ସାଙ୍ଗକୁ ଜମୁଛି ରଜ ଦୋଳି ଖେଳ। ରଜ ପାଇଁ ଘରେ ଘରେ ପିଠା ପଣାର ମହକ। ଗାଁ ତୋଟାରେ ଭଳିକି ଭଳି ଦୋଳି ଲାଗିଛି।  କେବଳ ଝିଅ ନୁହେଁ ରଜ ତିନିଦନ ପୁଅମାନେ ବି ମଉଜରେ ମାତିଛନ୍ତି। ତାସ୍‌, ପଶା, ବାଗୁଡି ଖେଳର ଆସର ଖୁବ୍ ଜମୁଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ରଜ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Related story