ପୁଣି ଓଡ଼ିଶା ଆସିବେ ଅମିତ ଶାହା: ୩ ଦିନରେ ୨୬ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: ପୁଣି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆସନ୍ତା ସେପ୍ଟେମ୍ବର ୬, ୭ ଓ ୮ ତାରିଖରେ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ତାଙ୍କର ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ଦିନରେ ଅମିତ ଶାହା ୨୬ଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ମିଳିଛି। ଏନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଚନ୍ତି। ଗତ ଜୁଲଇରେ ଅମିତ ଶାହା ଓଡିଶା ଆସିଥିଲେ।

amit-shah

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 04:53 PM IST

ଭୁବନେଶ୍ୱର: ପୁଣି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆସନ୍ତା ସେପ୍ଟେମ୍ବର ୬, ୭ ଓ ୮ ତାରିଖରେ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ତାଙ୍କର ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ରହିଛି।

୩ ଦିନରେ ଅମିତ ଶାହା ୨୬ଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ମିଳିଛି। ଏନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଚନ୍ତି। ଗତ ଜୁଲଇରେ ଅମିତ ଶାହା ଓଡିଶା ଆସିଥିଲେ।

Related story