ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅମିତ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ସକାଳ ପ୍ରାୟ ସାଢ଼େ ୮ଟାରେ ସେ ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରିବା ପରେ ପୁଣି ଦଳୀୟ କାର୍ଯ୍ୟକ୍ରମରେ ଯୋଗେ ଦେବେ। ଆଉ ଦୁଇ ଦିନ ଓଡ଼ିଶାରେ ରହିବେ ଅମିତ।  ଏହି ସମୟ ମଧ୍ୟରେ ସେ ୬ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ବୁଥ […]

Rakesh Mallick
  • Published: Thursday, 07 September 2017
  • , Updated: 07 September 2017, 07:49 AM IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ସକାଳ ପ୍ରାୟ ସାଢ଼େ ୮ଟାରେ ସେ ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରିବା ପରେ ପୁଣି ଦଳୀୟ କାର୍ଯ୍ୟକ୍ରମରେ ଯୋଗେ ଦେବେ। ଆଉ ଦୁଇ ଦିନ ଓଡ଼ିଶାରେ ରହିବେ ଅମିତ।  ଏହି ସମୟ ମଧ୍ୟରେ ସେ ୬ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଆସନ୍ତାକାଲି ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଭୁବନେଶ୍ୱରରେ ୩ ଦିନିଆ ରହଣି କାଳରେ ଶାହା ୨୬ଟି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

.

Related story