ଆନନ୍ଦଆତ୍ମା ଆଶ୍ରମ ଘଟଣା: ଆସନ୍ତାକାଲିଠାରୁ ବାବା ଆଲୋକ ବିଷୋୟୀଙ୍କୁ ଦୁଇଦିନ ରିମାଣ୍ଡରେ ନେବ ପୋଲିସ

କଟକ: ଆଶ୍ରମ ପରିସରରୁ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ଘଟଣାର ପୋଲିସ ଖୋଳତାଡ ଜାରି ରଖିଛି । ଘଟଣାସ୍ଥଳରେ ଏକ ୪ଜଣିଆ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଜାରି ରଖିଛନ୍ତି। ସେପଟେ ଗିରଫ ଆତ୍ମା ବାବା ଓରଫ ଆଲୋକ ବିଷୋୟୀକୁ ସାଲେପୁର ପୋଲିସର ଜେରା ଜାରି ରହିଛି। ତା’ସହ ଆଶ୍ରମ ପରିସରରୁ ପୋଲିସ ଏକ କଟୁରୀ ସହ ଠେଙ୍ଗାକୁ ଜବତ କରିଛି। ଅନ୍ୟପଟେ ଉତ୍ତ୍ୟକ୍ତ ଲୋକେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ପାଗାରେ ରାସ୍ତା ଅବରୋଧ […]

baba

baba

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 04:09 PM IST

Sports

Latest News

babaକଟକ: ଆଶ୍ରମ ପରିସରରୁ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ଘଟଣାର ପୋଲିସ ଖୋଳତାଡ ଜାରି ରଖିଛି । ଘଟଣାସ୍ଥଳରେ ଏକ ୪ଜଣିଆ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଜାରି ରଖିଛନ୍ତି। ସେପଟେ ଗିରଫ ଆତ୍ମା ବାବା ଓରଫ ଆଲୋକ ବିଷୋୟୀକୁ ସାଲେପୁର ପୋଲିସର ଜେରା ଜାରି ରହିଛି। ତା'ସହ ଆଶ୍ରମ ପରିସରରୁ ପୋଲିସ ଏକ କଟୁରୀ ସହ ଠେଙ୍ଗାକୁ ଜବତ କରିଛି। ଅନ୍ୟପଟେ ଉତ୍ତ୍ୟକ୍ତ ଲୋକେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ପାଗାରେ ରାସ୍ତା ଅବରୋଧ କରିଥିଲେ। ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବାବାଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବା ସହ ୩ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା । ଏହାର ବିଚାର କରି କୋର୍ଟ ବାବା ଆଲୋକ ବିଷୋୟୀଙ୍କୁ ଦୁଇଦିନ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି । ଆଲୋକ ବାବାଙ୍କୁ ସାଲେପୁର ସବଜେଲକୁ ପଠାଇ ଦିଆଯାଇଛି । ଆସନ୍ତାକାଲିଠାରୁ ପୋଲିସ ତାଙ୍କୁ ରିମାଣ୍ଡରେ ନେବ ।

ଗତକାଲି ସ୍ଥାନୀୟ ଚାହାପଡା ଗାଁର ଅଶୋକ କୁମାର ପାତ୍ର ନାମକ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଲୋକେ ଆଶ୍ରମ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେପଟେ ମୃତକଙ୍କ ପରିବାର ଲୋକେ ଆଶ୍ରମ ମୁଖ୍ୟ ଆତ୍ମାବାବା ଓରଫ ଆଲୋକ ବିଷୋୟୀଙ୍କ ସମେତ ୪ଜଣଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଆତ୍ମାବାବାଙ୍କୁ ଗିରଫ କରିଥିବାବେଳେ ଫେରାର୍ ଅନ୍ୟ ୩ ଅଭିଯୁକ୍ତଙ୍କୁ ଖୋଜୁଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ବାବାଙ୍କ ସଂପର୍କୀୟ ଏବଂ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ବର୍ତ୍ତମାନ ଆଶ୍ରମ ପରିସରରେ ସ୍ଥିତି ସ୍ୱାଭାବିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story