୩୦ ଏପ୍ରିଲ,ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ମିଥୁନ:ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। କର୍କଟ: ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସିଂହ: ଅସୁସ୍ଥ ଅନୁଭବ କରିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂତନ […]

Rasiphala-image-2-840x440-1

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 07:30 AM IST

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।

ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମିଥୁନ:ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କର୍କଟ: ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଅସୁସ୍ଥ ଅନୁଭବ କରିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।

କନ୍ୟା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ତୁଳା: ମକଦ୍ଦମାରେ ସଫଳତା ମିଳିବ। ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ଯାନବାହନ ଚଲାଇବା ସମୟରେ ସତର୍କ ଅନୁଭବ କରନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ମନୋରଞ୍ଜନ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମକର:  ବ୍ୟବସାୟରେ ଲାଭବାନ ହେବେ। ସୁସ୍ଥ ରହିବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

କୁମ୍ଭ: ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।

ମୀନ: ସମ୍ପତ୍ତିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।

Related story