ଏଏସ୍‌ଆଇ ମାନିଲା, ଜଗମୋହନ ମରାମତି କାମ ବିଶେଷ ଆଗେଇନି

କଟକ: ଶ୍ରୀମନ୍ଦିର ଜଗମୋହନର ମୁଖ୍ୟ ଢାଞ୍ଚାର ମରାମତି କାର୍ଯ୍ୟ ଯଥେଷ୍ଟ ଆଗେଇ ନାହିଁ ବୋଲି ଶେଷରେ ଏଏସ୍‌ଆଇ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ହାଇକୋର୍ଟରେ ଚାଲିଥିବା ଜଗମୋହନ ମରାମତି ସଂପର୍କିତ ମାମଲାରେ ଏଏସ୍‌ଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଜଗମୋହନର ମୁଖ୍ୟ ଢାଞ୍ଚାର ପିଲାର୍‌ କାମ କିଛି ପରିମାଣରେ ଶେଷ ହୋଇଥିବା ବେଳେ ଅନ୍ୟ ପିଲାର୍ ମରାମତି ପାଇଁ ଆବଶ୍ୟକ ହେଉଥିବା ଉପକରଣ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ କୁହାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। […]

b-jagannath

b-jagannath

Rakesh Mallick
  • Published: Monday, 29 August 2016
  • Updated: 29 August 2016, 07:02 PM IST

Sports

Latest News

jagannath-templeକଟକ: ଶ୍ରୀମନ୍ଦିର ଜଗମୋହନର ମୁଖ୍ୟ ଢାଞ୍ଚାର ମରାମତି କାର୍ଯ୍ୟ ଯଥେଷ୍ଟ ଆଗେଇ ନାହିଁ ବୋଲି ଶେଷରେ ଏଏସ୍‌ଆଇ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ହାଇକୋର୍ଟରେ ଚାଲିଥିବା ଜଗମୋହନ ମରାମତି ସଂପର୍କିତ ମାମଲାରେ ଏଏସ୍‌ଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି।

ଜଗମୋହନର ମୁଖ୍ୟ ଢାଞ୍ଚାର ପିଲାର୍‌ କାମ କିଛି ପରିମାଣରେ ଶେଷ ହୋଇଥିବା ବେଳେ ଅନ୍ୟ ପିଲାର୍ ମରାମତି ପାଇଁ ଆବଶ୍ୟକ ହେଉଥିବା ଉପକରଣ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ କୁହାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ଅନ୍ୟ କେତେକ ମରାମତି କାର୍ଯ୍ୟର ଡିଜାଇନ୍‌ ଏପର୍ଯ୍ୟନ୍ତ ଚେନ୍ନାଇ ଆଇଆଇଟି ନିକଟରୁ ହସ୍ତଗତ ହୋଇନାହିଁ ବୋଲି ଦର୍ଶାଯାଇଛି।

ତେବେ ଶେଷ ହୋଇଥିବା କାମ ସନ୍ତୋଷଜନକ ନା ନାହିଁ ଏବଂ ଆଉ କେଉଁ କାର୍ଯ୍ୟର ଆବଶ୍ୟକତା ରହିଛି ତାହା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେନେଇ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story