ଆସନ୍ତାକାଲିଠାରୁ ବିଧାନସଭା: ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ୍‌

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀଙ୍କୁ କିପରି କାଉଣ୍ଟର କରାଯିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ। ସରକାରଙ୍କୁ ଘେରିବାକୁ ଖଣି ଜରିମାନା ପ୍ରସଙ୍ଗ ଉଠାଇବ ବୋଲି ବିଜେପି କହିଛି। ଏହା ସହିତ ବନ୍ୟା, ମରୁଡ଼ି, ପାନୀୟ ଜଳ ଆଦି ପ୍ରସଙ୍ଗ ଉଠାଇବ। ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ ବସିବ। ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ […]

Odisha-Assembly-5-1

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 10:58 AM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀଙ୍କୁ କିପରି କାଉଣ୍ଟର କରାଯିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ।

ସରକାରଙ୍କୁ ଘେରିବାକୁ ଖଣି ଜରିମାନା ପ୍ରସଙ୍ଗ ଉଠାଇବ ବୋଲି ବିଜେପି କହିଛି। ଏହା ସହିତ ବନ୍ୟା, ମରୁଡ଼ି, ପାନୀୟ ଜଳ ଆଦି ପ୍ରସଙ୍ଗ ଉଠାଇବ। ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ ବସିବ।

ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି।

Related story