୨୫ ଏପ୍ରିଲ, ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଧନଲାଭ ଯୋଗ ରହିଛି

ମେଷ: ଭାବନାକୁ ସକାରାତ୍ମକ ବନାନ୍ତୁ। ଦୀର୍ଘଦିନର ମନୋକାମନା ପୂରା ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଆପଣଙ୍କ ଭଲ କାମ ଯୋଗୁ ପ୍ରଶଂସା ମିଳିବ। ବୃଷ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ। ଆମଦାନିର ନୂଆ ସ୍ରୋତ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ମିଥୁନ: ଆଜି ଆପଣଙ୍କ ପାଇଁ ଖୁବ୍‌ ଖୁସିର ଦିନ। ବନ୍ଧୁଙ୍କଠାରୁ ଭଲ ଖବର ପାଇବେ। ନୂଆ ବ୍ୟବସାୟ […]

Rasiphala image

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 06:14 AM IST

ମେଷ: ଭାବନାକୁ ସକାରାତ୍ମକ ବନାନ୍ତୁ। ଦୀର୍ଘଦିନର ମନୋକାମନା ପୂରା ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଆପଣଙ୍କ ଭଲ କାମ ଯୋଗୁ ପ୍ରଶଂସା ମିଳିବ।

ବୃଷ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ। ଆମଦାନିର ନୂଆ ସ୍ରୋତ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ପାଇଁ ଖୁବ୍‌ ଖୁସିର ଦିନ। ବନ୍ଧୁଙ୍କଠାରୁ ଭଲ ଖବର ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଅଚାନକ ଧନଲାଭ ଯୋଗ ରହିଛି । ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

କର୍କଟ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରମ ଜୀବନ ଖୁବ୍‌ ରୋଚକ ହେବ।

ସିଂହ: ସିନିୟରଙ୍କ ସହିତ ମତଭେଦ ବଢ଼ିପାରେ। ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ଆୟ ତୁଳନାରେ ବ୍ୟୟର ମାତ୍ରା ଅଧିକ ହେବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ କାମରୁ ବଡ଼ ଲାଭ ମିଳିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।

ତୁଳା: ଠାକୁରଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ବୈବାହିକ ଜୀବନ ମଧୁର ହେବ।

ବିଛା: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ନୂଆ କାମରେ ଧୀରେଧୀରେ ଗତି ଆସିବ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ।

ଧନୁ: ନିଜର ମହତ୍ତ୍ଵକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

ମକର: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ।

କୁମ୍ଭ: ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ।

ମୀନ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ମନର କଥା କାହାରିକୁ କହିବେ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରର ପ୍ରସ୍ତାବ ମିଳିପାରେ।

 

Related story