୨୭ ଏପ୍ରିଲ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଅଳସୁଆ ଅନୁଭବ କରିବେ

ମେଷ: ଅସୁସ୍ଥ ଅନୁଭବ କରିବେ। ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଆର୍ଥିକ ସ୍ଥିତି ଏତଟା ଭଲ ରହିବ ନାହିଁ। ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ପରିବାର ଲୋକଙ୍କ ସହଯୋଗ ମିଳିବ। ସୁସ୍ଥ ରହିବେ। ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସୁସ୍ଥ ରହିବେ। ଖର୍ଚ୍ଚ ବଢ଼ିବ। […]

Rasiphala image

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 02:53 PM IST

ମେଷ: ଅସୁସ୍ଥ ଅନୁଭବ କରିବେ। ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଆର୍ଥିକ ସ୍ଥିତି ଏତଟା ଭଲ ରହିବ ନାହିଁ।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ପରିବାର ଲୋକଙ୍କ ସହଯୋଗ ମିଳିବ। ସୁସ୍ଥ ରହିବେ।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସୁସ୍ଥ ରହିବେ। ଖର୍ଚ୍ଚ ବଢ଼ିବ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ବିବାହ ମାମଲାରେ ସଫଳତା ମିଳିବ।

ତୁଳା: ନୂତନ ଯାନବାହନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ପରିବାର ଲୋକଙ୍କ ସହ ମତାନ୍ତର ହୋଇପାରେ।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ଚିନ୍ତିତ ରହିବେ। ଆର୍ଥିକ କ୍ଷତି ସହି ପାରନ୍ତି।

ଧନୁ: ଅଳସୁଆ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଘରକୁ ଅତିଥି ଆସିପାରନ୍ତି।

ମକର:  ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ଘର ପାଇଁ କୌଣସ ଜିନିଷ କିଣି ପାରନ୍ତି।

 କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିପାରନ୍ତି।

 ମୀନ: ନୂତନ ଜିନିଷ କିଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ନୂତନ ଅବସର ମିଳିପାରେ।

Related story