୨୦ ଅକ୍ଟୋବର, ଶୁକ୍ରବାର: ଆଜି କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ

ମେଷ: ପରିବାରରେ ଖୁସି ଆସିବ। ପିଲାମାନଙ୍କ ପକ୍ଷରୁ ସୁଖ ମିଳିବ। କିଛି ଦ୍ରବ୍ୟ କିଣାକିଣି କରି ପାରନ୍ତି। ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଚିନ୍ତାରେ ପଡ଼ି ପାରନ୍ତି। ମିଥୁନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ମକଦ୍ଦମାରେ ସଫଳତା ମିଳିବ। କର୍କଟ: ବିବାଦରୁ ଦୂରେଇ ରୁହନ୍ତୁ। କୌଣସି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଅନ୍ତୁ ନାହିଁ। ଦହି ଖାଇ ଘରୁ ବାହାରନ୍ତୁ। ସିଂହ: ଯାତ୍ରା କରିପାରନ୍ତି। ମାନ-ସମ୍ମାନ ମିଳିବ। […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 07:59 AM IST

ମେଷ: ପରିବାରରେ ଖୁସି ଆସିବ। ପିଲାମାନଙ୍କ ପକ୍ଷରୁ ସୁଖ ମିଳିବ। କିଛି ଦ୍ରବ୍ୟ କିଣାକିଣି କରି ପାରନ୍ତି।

ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଚିନ୍ତାରେ ପଡ଼ି ପାରନ୍ତି।

ମିଥୁନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ମକଦ୍ଦମାରେ ସଫଳତା ମିଳିବ।

କର୍କଟ: ବିବାଦରୁ ଦୂରେଇ ରୁହନ୍ତୁ। କୌଣସି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଅନ୍ତୁ ନାହିଁ। ଦହି ଖାଇ ଘରୁ ବାହାରନ୍ତୁ।

ସିଂହ: ଯାତ୍ରା କରିପାରନ୍ତି। ମାନ-ସମ୍ମାନ ମିଳିବ। ଅଟକି ରହିଥିବା ଧନ ମିଳିବ।

କନ୍ୟା: ପ୍ରେମ ସମ୍ପର୍କ ଭଲ ରହିବ। ଅଟକି ରହିଥିବା କାମ ହେବ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ।

ତୁଳା: ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ର ଭଲ ରହିବ। ମାନ-ସମ୍ମାନ ମିଳିବ।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ରୋଜଗାର ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନ ପ୍ରାପ୍ତିର ଯୋଗ ରହିଛି।

ମକର: କ୍ୟାରିୟରରେ ସଫଳତା ମିଳିବ। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା ଧନ ମିଳିବ।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧଳା ମିଠା ଦାନ କରନ୍ତୁ।

Related story