ଏଫ୍‌ଏମ୍‌ କଲେଜ ସମ୍ମୁଖରେ ଫୁଟିଲା ଗୁଳି

ବାଲେଶ୍ୱର: ବାଲେଶ୍ୱର ସ୍ଥିତ ଏଫ୍‌ଏମ୍‌ କଲେଜ ସମ୍ମୁଖରେ ଆଜି ସକାଳ ସାଢ଼େ ଦଶଟାରେ ଫୁଟିଥିଲା ଗୁଳି। ଜଣେ ଯୁବକ ହଠାତ୍ ୬ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇ ଯାଇଥିଲେ। ତାଙ୍କ ସହିତ ଆଉ ଦୁଇ ଚାରି ଜଣ ଯୁବକ ଥିବା ମଧ୍ୟ ଜଣାପଡ଼ିଛି। ଏଥିରେ କାହାରି କିଛି କ୍ଷତି ହୋଇ ନ ଥିଲେ ହେଁ ସମସ୍ତେ ଭୟଭୀତ ହୋଇଯାଇଛନ୍ତି। ଗୁଳି ଫୁଟାର କାରଣ ଜଣାପଡ଼ିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ […]

firing

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 02:41 PM IST

ବାଲେଶ୍ୱର: ବାଲେଶ୍ୱର ସ୍ଥିତ ଏଫ୍‌ଏମ୍‌ କଲେଜ ସମ୍ମୁଖରେ ଆଜି ସକାଳ ସାଢ଼େ ଦଶଟାରେ ଫୁଟିଥିଲା ଗୁଳି। ଜଣେ ଯୁବକ ହଠାତ୍ ୬ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇ ଯାଇଥିଲେ। ତାଙ୍କ ସହିତ ଆଉ ଦୁଇ ଚାରି ଜଣ ଯୁବକ ଥିବା ମଧ୍ୟ ଜଣାପଡ଼ିଛି। ଏଥିରେ କାହାରି କିଛି କ୍ଷତି ହୋଇ ନ ଥିଲେ ହେଁ ସମସ୍ତେ ଭୟଭୀତ ହୋଇଯାଇଛନ୍ତି। ଗୁଳି ଫୁଟାର କାରଣ ଜଣାପଡ଼ିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Related story