ଓମ୍‌ଫେଡ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ: ବଦଳିଲେ ମ୍ୟାନେଜର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓମ୍‌ଫେଡ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଖୋଲାସା ପରେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଛି। ଓମ୍‌ଫେଡ୍ ପ୍ଲାଣ୍ଟ ମ୍ୟାନେଜର ଲିଙ୍ଗରାଜ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାଛଡ଼ା ଗତକାଲି ପ୍ଲାଣ୍ଟ ପରିସରରେ ଯାଞ୍ଚ କରିଥିଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ରେମୁଣାସ୍ଥିତ ଡାଏରୀରେ ପହଞ୍ଚି କ୍ଷୀର, ଦହି ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରିବା ସହ ଯାଞ୍ଚ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ଓମ୍‌ଫେଡ ପ୍ଲାଣ୍ଟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ନେଇ […]

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 09:53 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓମ୍‌ଫେଡ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଖୋଲାସା ପରେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଛି। ଓମ୍‌ଫେଡ୍ ପ୍ଲାଣ୍ଟ ମ୍ୟାନେଜର ଲିଙ୍ଗରାଜ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାଛଡ଼ା ଗତକାଲି ପ୍ଲାଣ୍ଟ ପରିସରରେ ଯାଞ୍ଚ କରିଥିଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ରେମୁଣାସ୍ଥିତ ଡାଏରୀରେ ପହଞ୍ଚି କ୍ଷୀର, ଦହି ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରିବା ସହ ଯାଞ୍ଚ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ଓମ୍‌ଫେଡ ପ୍ଲାଣ୍ଟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ନେଇ ବୁଧବାର ଦିନ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା

Related story