କନ୍ଧମାଳ ଗୁଳିକାଣ୍ଡର ନିହତଙ୍କ ପରିବାରକୁ ଭେଟିଲା ବିଜେପି କେନ୍ଦ୍ରୀୟ ଟିମ୍

କନ୍ଧମାଳ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଦ୍ୱାରା ଗଠିତ ତିନି ଜଣିଆ କମିଟି ଆଜି କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଛି। ଦଳର ତିନି ସାଂସଦ ତଥା ଦଳର ରାଷ୍ଟ୍ରୀୟ ଉପ-ସଭାପତି ବିନୟ ସହସ୍ରବୁଦ୍ଧେ, ସଂପାଦକ ରାମବିଚାର ନେତମ ଓ ଜ୍ୟୋତି ଧୁର୍ବେଙ୍କୁ ନେଇ ଗଠିତ ଟିମ୍ ଆଜି ରାଜ୍ୟ ବିଜେପିର କିଛି ନେତାଙ୍କ ଗହଣରେ ଗୁମୁଡ଼ୁମାହା ଯାଇ ଗୁଳିକାଣ୍ଡରେ ନିହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ସେମାନେ ସଂଗ୍ରହ […]

bjp-team

bjp-team

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 05:45 PM IST

Sports

Latest News

bjp-teamକନ୍ଧମାଳ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଦ୍ୱାରା ଗଠିତ ତିନି ଜଣିଆ କମିଟି ଆଜି କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଛି। ଦଳର ତିନି ସାଂସଦ ତଥା ଦଳର ରାଷ୍ଟ୍ରୀୟ ଉପ-ସଭାପତି ବିନୟ ସହସ୍ରବୁଦ୍ଧେ, ସଂପାଦକ ରାମବିଚାର ନେତମ ଓ ଜ୍ୟୋତି ଧୁର୍ବେଙ୍କୁ ନେଇ ଗଠିତ ଟିମ୍ ଆଜି ରାଜ୍ୟ ବିଜେପିର କିଛି ନେତାଙ୍କ ଗହଣରେ ଗୁମୁଡ଼ୁମାହା ଯାଇ ଗୁଳିକାଣ୍ଡରେ ନିହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ସେମାନେ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କମିଟିର ସଦସ୍ୟ କହିଛନ୍ତି।

ବିନୟ ସହସ୍ରବୁଦ୍ଧେ କହିଛନ୍ତି,“ଭୁବନେଶ୍ୱରରେ ବସିଥିବା ନେତାଙ୍କ ନିର୍ଦ୍ଦେଶରେ ଏଠାରେ ପୋଲିସ୍ ୫ ଜଣ ନିରୀହ ଆଦିବାସୀଙ୍କୁ  ବର୍ବରତାର ସହିତ ହତ୍ୟା କରିଛନ୍ତି। ପୁଣି ପୋଲିସ୍ ଏହି ଅପରାଧକୁ ଘୋଡ଼ାଇବା ପାଇଁ ଲଜ୍ଜାଜନକ ଉଦ୍ୟମ ମଧ୍ୟ କରିଛି। ଯେମିତି କିଛି ଘଟି ନାହିଁ ସେମିତି ଦେଖାଯିବାକୁ ପ୍ରୟାସ କରାଯାଇଥିଲା। ଆମେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିଲୁ ଓ ଘଟଣା ସଂପର୍କରେ ପଚାରି ବୁଝିଲୁ। ଆମେ ଏ ଘଟଣାର ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ମଧ୍ୟ ଭେଟି କଥାବାର୍ତ୍ତା ହେଲୁ। ଆମେ ଏ ଘଟଣାକୁ ଦୃଢ଼ ନିନ୍ଦା କରୁଛୁ।”

ରାମବିଚାର ନେତମ କହିଛନ୍ତି,“ଏହା ଏକ ହୃଦୟବିଦାରକ ଘଟଣା। ଆମେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିଲୁ। ସେମାନଙ୍କ ମୁହଁରୁ ଘଟଣା ସଂପର୍କରେ ଶୁଣିଲୁ। ଆମେ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବୁ। ତେବେ ଏ ଘଟଣାରୁ ଏଠାକାର ରାଜ୍ୟ ସରକାର କେତେ ଅସମ୍ବେଦନଶୀଳ ତାହା ପ୍ରମାଣିତ ହୋଇଛି।”

ଜ୍ୟୋତି ଧୁର୍ବେ କହିଛନ୍ତି,“ଏ ଘଟଣାରେ ଅଧିକ ମହିଳାଙ୍କ ମୃତ୍ୟୁ ଘଟିଛି। କିନ୍ତୁ ରାଜ୍ୟ ସରକାର ଏବେବି ଶୋଇଛନ୍ତି। ପ୍ରଧାନମନ୍ତ୍ରୀ ଏ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏ ଘଟଣାରେ ଚିନ୍ତା ପ୍ରକଟ କରି ଆମକୁ ଏଠାକୁ ପଠାଇଛନ୍ତି। ଆମେ ପ୍ରତ୍ୟକ୍ଷ ଭାବେ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଛୁ। ପୋଲିସ୍ ଅମାନବୀୟ ଘଟଣା ଘଟାଇଛି।”

ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡୁମାହା ଜଙ୍ଗଲ ଅଞ୍ଚଳରେ ପୋଲିସ୍‌ର ମାଓ ବିରୋଧୀ ଅପରେସନ୍ ବେଳେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ। ରାଜ୍ୟ ସରକାର ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story