ଆଜିଠୁ ବାରିପଦାରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ବାରିପଦା: ବାରିପଦାରେ ଆଜିଠାରୁ ଅନୁଷ୍ଠିତ ହେବ ଦୁଇ ଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଗୃହୀତ ରାଜନୈତିକ ପ୍ରସ୍ତାବକୁ ତୃଣମୂଳସ୍ତରକୁ ନେବାକୁ କାର୍ଯ୍ୟକାରିଣୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ସଂଗଠନକୁ ମଜଭୁଜ କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ  ଏଥିରେ ରାଜନୈତିକ ପ୍ରସ୍ତାବ ବି ଆଗତ ହେବ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୨କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ସହ ସଂଗଠନ ସଂପାଦକ ସୌଦାନ ସିଂ […]

bjp-flag

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 07:33 AM IST

ବାରିପଦା: ବାରିପଦାରେ ଆଜିଠାରୁ ଅନୁଷ୍ଠିତ ହେବ ଦୁଇ ଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଗୃହୀତ ରାଜନୈତିକ ପ୍ରସ୍ତାବକୁ ତୃଣମୂଳସ୍ତରକୁ ନେବାକୁ କାର୍ଯ୍ୟକାରିଣୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ସଂଗଠନକୁ ମଜଭୁଜ କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ  ଏଥିରେ ରାଜନୈତିକ ପ୍ରସ୍ତାବ ବି ଆଗତ ହେବ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୨କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ସହ ସଂଗଠନ ସଂପାଦକ ସୌଦାନ ସିଂ ଓ ୨୦୦ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Related story