ଆଲମାରୀ ବଦଳାଇଦେବ ଭାଗ୍ୟ: ଜାଣନ୍ତୁ ରଖିବେ କେଉଁଠି ?

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଭୁଲ ଦିଗରେ ଆଲମାରି ରହିବା ଦ୍ୱାରା ଏହାର ପ୍ରଭାବ ଘରର ମୁରବୀ ଉପରେ ପଡିଥାଏ। ଏହାସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ। ଘରର ଆଲମାରୀରେ ସୁଖ ସମୃଦ୍ଧିର ବାଟ ଲୁଚି ରହିଛି। ବାସ୍ତୁ ମୁତାବିକ ଆଲମାରୀକୁ ସଠିକ ଦିଗରେ ରଖିବା ଦ୍ୱାରା ଧନ ବୃଦ୍ଧି ହେବା ସହ ଦରିଦ୍ରତା ଦୂର ହୁଏ। ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଆଲମାରୀ ରଖିବା ଦ୍ୱାରା ଉନ୍ନତି ହୋଇଥାଏ। ଦକ୍ଷିଣ-ପଶ୍ଚିମ ଦିଗରେ ଆଲମାରୀ ରଖିବା ଶୁଭ। […]

almira

almira

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 09:12 AM IST

Sports

Latest News

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଭୁଲ ଦିଗରେ ଆଲମାରି ରହିବା ଦ୍ୱାରା ଏହାର ପ୍ରଭାବ ଘରର ମୁରବୀ ଉପରେ ପଡିଥାଏ। ଏହାସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ। ଘରର ଆଲମାରୀରେ ସୁଖ ସମୃଦ୍ଧିର ବାଟ ଲୁଚି ରହିଛି। ବାସ୍ତୁ ମୁତାବିକ ଆଲମାରୀକୁ ସଠିକ ଦିଗରେ ରଖିବା ଦ୍ୱାରା ଧନ ବୃଦ୍ଧି ହେବା ସହ ଦରିଦ୍ରତା ଦୂର ହୁଏ। ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଆଲମାରୀ ରଖିବା ଦ୍ୱାରା ଉନ୍ନତି ହୋଇଥାଏ।

  • ଦକ୍ଷିଣ-ପଶ୍ଚିମ ଦିଗରେ ଆଲମାରୀ ରଖିବା ଶୁଭ। ଏହି ଦିଗରେ ଆଲମାରୀ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିବା ସହ ଆର୍ଥିକ ଅଭିବୃଦ୍ଧି ହୋଇଥାଏ।
  • ଉତ୍ତର-ପୂର୍ବ ଦିଗରେ ଭୁଲରେ ମଧ୍ୟ ଆଲମାରୀ ରଖନ୍ତୁ ନାହିଁ। ଏହି ଦିଗରେ ଆଲମାରୀ ରଖିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ନକାରାତ୍ମକ ପ୍ରଭାବ ପଡେ।
  • ଆଲମାରୀକୁ କେବେ ବି ସିଧା ମାଟି ଉପରେ ରଖନ୍ତୁ ନାହିଁ। ଆଲମାରୀକୁ ରଖିବା ବେଳେ ଛୋଟ କାଠ କିମ୍ୱା ପଟି ଦେଇ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos