ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଭୁଲ ଦିଗରେ ଆଲମାରି ରହିବା ଦ୍ୱାରା ଏହାର ପ୍ରଭାବ ଘରର ମୁରବୀ ଉପରେ ପଡିଥାଏ। ଏହାସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ। ଘରର ଆଲମାରୀରେ ସୁଖ ସମୃଦ୍ଧିର ବାଟ ଲୁଚି ରହିଛି। ବାସ୍ତୁ ମୁତାବିକ ଆଲମାରୀକୁ ସଠିକ ଦିଗରେ ରଖିବା ଦ୍ୱାରା ଧନ ବୃଦ୍ଧି ହେବା ସହ ଦରିଦ୍ରତା ଦୂର ହୁଏ। ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଆଲମାରୀ ରଖିବା ଦ୍ୱାରା ଉନ୍ନତି ହୋଇଥାଏ।
- ଦକ୍ଷିଣ-ପଶ୍ଚିମ ଦିଗରେ ଆଲମାରୀ ରଖିବା ଶୁଭ। ଏହି ଦିଗରେ ଆଲମାରୀ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିବା ସହ ଆର୍ଥିକ ଅଭିବୃଦ୍ଧି ହୋଇଥାଏ।
- ଉତ୍ତର-ପୂର୍ବ ଦିଗରେ ଭୁଲରେ ମଧ୍ୟ ଆଲମାରୀ ରଖନ୍ତୁ ନାହିଁ। ଏହି ଦିଗରେ ଆଲମାରୀ ରଖିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ନକାରାତ୍ମକ ପ୍ରଭାବ ପଡେ।
- ଆଲମାରୀକୁ କେବେ ବି ସିଧା ମାଟି ଉପରେ ରଖନ୍ତୁ ନାହିଁ। ଆଲମାରୀକୁ ରଖିବା ବେଳେ ଛୋଟ କାଠ କିମ୍ୱା ପଟି ଦେଇ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...