ଘର ଚଟାଣ ଠିକ୍‌ ତ ସବୁ ଠିକ୍‌, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁସାରେ ଘର ଚଟାଣ ରଙ୍ଗର ଅଲଗା ମହତ୍ୱ ରହିଛି। ତେଣୁ ଘର ଚଟାଣର ରଙ୍ଗ ଦେବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ବାଟ ଦେଇ ଘରେ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି  ପ୍ରବେଶ କରିଥାଏ । ଘର ଚଟାଣରେ ସଠିକ୍‌ ରଙ୍ଗ ଦେବା ଦ୍ୱାରା ସକାରତ୍ମକ ଉର୍ଜା ପ୍ରବେଶ କରିବା ସହ ସୁଖ ଶାନ୍ତି ବଜାୟ ରହେ। ଆସନ୍ତୁ ଜାଣିବା ଘରର ଦିଗ ଅନୁସାରେ ଚଟାଣରେ କେଉଁ ରଙ୍ଗ ଦେବା ଶୁଭ। […]

floor

floor

Rakesh Mallick
  • Published: Friday, 26 January 2018
  • Updated: 26 January 2018, 10:08 AM IST

Sports

Latest News

ବାସ୍ତୁଶାସ୍ତ୍ର ଅନୁସାରେ ଘର ଚଟାଣ ରଙ୍ଗର ଅଲଗା ମହତ୍ୱ ରହିଛି। ତେଣୁ ଘର ଚଟାଣର ରଙ୍ଗ ଦେବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ବାଟ ଦେଇ ଘରେ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି  ପ୍ରବେଶ କରିଥାଏ । ଘର ଚଟାଣରେ ସଠିକ୍‌ ରଙ୍ଗ ଦେବା ଦ୍ୱାରା ସକାରତ୍ମକ ଉର୍ଜା ପ୍ରବେଶ କରିବା ସହ ସୁଖ ଶାନ୍ତି ବଜାୟ ରହେ। ଆସନ୍ତୁ ଜାଣିବା ଘରର ଦିଗ ଅନୁସାରେ ଚଟାଣରେ କେଉଁ ରଙ୍ଗ ଦେବା ଶୁଭ।

  • ପୂର୍ବ ଦିଗ ଚଟାଣରେ ସଠିକ୍‌ ରଙ୍ଗ ହେବା ଦ୍ୱାରା ମାନସମ୍ମାନ ବଢିଥାଏ। ବାସ୍ତୁ ଅନୁସାରେ ଏହି ଦିଗର ଚଟାଣ ଗାଢ ସବୁଜ ରଙ୍ଗ କରିବା ଶୁଭ।
  • ପଶ୍ଚିମ ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏହି ଦିଗ ସମସ୍ତ ଦୋଷ ମୁକ୍ତ ହେବା ନିହାତି ଜରୁରୀ। ଏହି ଦିଗରେ ଚଟାଣ ଧଳା ରଙ୍ଗର ହେବ ଉଚିତ।
  • ଉତ୍ତର ଦିଗ ବେଶ ମହତ୍ୱପୂର୍ଣ୍ଣ । ବାସ୍ତୁ ଅନୁସାରେ ଉତ୍ତର ଦିଗ ଭଗବାନ କୁବେରଙ୍କ ସ୍ଥାନ। ଏହି ଦିଗରେ ଗାଢ ରଙ୍ଗ ଦେବା ଉଚିତ।
  • ଦକ୍ଷିଣ ଦିଗର ଚଟାଣର ରଙ୍ଗ ଗାଢ ଲାଲ ରଙ୍ଗ ଦେବା ଦରକାର।
  • ଉତ୍ତର-ପୂର୍ବ ଦିଗରେ ଭଗବାନ ଶିବ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଦିଗର ଚଟାଣକୁ ନୀଳ ରଙ୍ଗ ଦେବା ଶୁଭ।
  • ଦକ୍ଷିଣ-ପୂର୍ବ ଦିଗକୁ ବାଇଗଣି ରଙ୍ଗ ଦେବା ଭଲ ଓ ଦକ୍ଷିଣ-ପଶ୍ଚିମ ଦିଗର ଚଟାଣକୁ ଗୋଲାପି ରଙ୍ଗ ଦିଅନ୍ତୁ। ଉତ୍ତର-ପଶ୍ଚିମ ଦିଗ ବାୟୁ ଦିଗ ହୋଇଥିବାରୁ ଏହି ଦିଗର ଚଟାଣକୁ ଗ୍ରେ ରଙ୍ଗ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story