ୱାର୍ମ୍‌ଅପ୍‌ କରିବା ଦ୍ୱାରା ଶରୀରକୁ ମିଳିଥାଏ ଏସବୁ ଫାଇଦା

କ୍ରିକେଟ ମ୍ୟାଚ୍‌ ହେଉ ଅବା ଫୁଟ୍‌ବଲ୍ ମ୍ୟାଚ୍‌ ଖେଳିବା ପୂର୍ବରୁ ଖେଳାଳିଙ୍କୁ ୱାର୍ମ୍‌ ଅପ୍‌ କରୁଥିବାର ଦେଖିଥିବେ। କୌଣସି ଖେଳ ଖେଳିବା ପୂର୍ବରୁ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ଗରମ ହୋଇଯାଏ। ଏହାକୁ ୱାର୍ମିଂ ଅପ୍‌ କୁହାଯାଏ। ଏକ୍ସପର୍ଟଙ୍କ ମତରେ କୌଣସି ଖେଳ ଖେଳିବା ପୂର୍ବରୁ ୱାର୍ମ୍‌ ଅପ୍‌ କରିବା ବହୁତ ଜରୁରୀ। ଏପରି କରିବା ଦ୍ୱାରା ଶରୀରରେ ନମନୟତା ଆସିବା ସହ ଖେଳରେ ସୁଧାର ଆସିଥାଏ। ତେବେ ଆସନ୍ତୁ ଜାଣିବା ୱାର୍ମ୍‌ ଅପ୍‌ କିପରି […]

warm up

warm up

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:04 AM IST

Sports

Latest News

କ୍ରିକେଟ ମ୍ୟାଚ୍‌ ହେଉ ଅବା ଫୁଟ୍‌ବଲ୍ ମ୍ୟାଚ୍‌ ଖେଳିବା ପୂର୍ବରୁ ଖେଳାଳିଙ୍କୁ ୱାର୍ମ୍‌ ଅପ୍‌ କରୁଥିବାର ଦେଖିଥିବେ। କୌଣସି ଖେଳ ଖେଳିବା ପୂର୍ବରୁ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ଗରମ ହୋଇଯାଏ। ଏହାକୁ ୱାର୍ମିଂ ଅପ୍‌ କୁହାଯାଏ। ଏକ୍ସପର୍ଟଙ୍କ ମତରେ କୌଣସି ଖେଳ ଖେଳିବା ପୂର୍ବରୁ ୱାର୍ମ୍‌ ଅପ୍‌ କରିବା ବହୁତ ଜରୁରୀ। ଏପରି କରିବା ଦ୍ୱାରା ଶରୀରରେ ନମନୟତା ଆସିବା ସହ ଖେଳରେ ସୁଧାର ଆସିଥାଏ। ତେବେ ଆସନ୍ତୁ ଜାଣିବା ୱାର୍ମ୍‌ ଅପ୍‌ କିପରି କରାଯାଏ ଓ ଏହା କରିବା ଦ୍ୱାରା ଶରୀରକୁ କଣ ସବୁ ଫାଇଦା ମିଳେ।

joggingଜଗିଂ

ଯେକୌଣସି ଖେଳ ଖେଳିବା ପୂର୍ବରୁ ଖେଳାଳି ନିଜ କ୍ଷମତା ଅନୁସାରେ ଧୀରେ ଧୀରେ ଦୌଡିବା ଭଲ। ୫୦୦-୬୦୦ ମିଟର ପର୍ଯ୍ୟନ୍ତ ଆପଣ ଦୌଡ ଲଗାଇ ପାରିବେ। ଏପରି କରିବା ଦ୍ୱାରା ମାଂସପେଶୀ ଗରମ ହୋଇଥାଏ। ଯାହାଫଳରେ ଖେଳାଳି ସତେଜ ଅନୁଭବ କରିଥାଏ।

walking speedଜୋରରେ ଚାଲିବା

ଏହି ବ୍ୟାୟାମରେ ଖେଳାଳି ଜୋରରେ କୁଦିବା ସହ ଚାଲିଥାନ୍ତି।

skippingସ୍କିପିଂ

ସ୍କିପିଂ ଅର୍ଥାତ୍‌ ଦଉଡି ଡେଇଁବା ଶରୀର ଲାଗି ଭଲ। ଏହାଦ୍ୱାରା ଶରୀରର ବାଲାନ୍ସ ବଢିଥାଏ ଓ ହୃଦୟ ସ୍ପନ୍ଦନରେ ସୁଧାର ହୋଇଥାଏ। ଏହାଛଡା ରକ୍ତଚାପ ରୋଗୀଙ୍କ ପାଇଁ ଏହା ଏକ ଭଲ ବ୍ୟାୟାମ। ଖେଳାଳି ନିଜ ଟ୍ରେନିଂରେ ସ୍କିପିଂ ନିଶ୍ଚିତ ରୂପେ କରିଥାନ୍ତି।

sprint workoutସ୍ପ୍ରିଣ୍ଟ୍‌ ୱାର୍କ୍‌ ଆଉଟ୍‌

ସ୍ପ୍ରିଣ୍ଟ୍‌ ୱାର୍କ୍‌ ଆଉଟ୍‌କୁ ଆଥେଲେଟିକ୍‌ ୱାର୍କ୍‌ଆଉଟ୍‌ ମଧ୍ୟ କୁହାଯାଏ। ଏହି ବ୍ୟାୟାମରେ ପ୍ରଥମେ ୨୦ରୁ ୨୫ ସେକେଣ୍ଡ୍‌ ଯାଏଁ ଖେଳାଳି ଦୌଡିଥାନ୍ତି।  ଏହାପରେ ୧୦ରୁ ୧୫ ସେକେଣ୍ଡ୍‌ ଚାଲିଥାନ୍ତି। ଏପରି କରିବା ଦ୍ୱାରା ଶରୀର ଫିଟ୍‌ ରୁହେ।

କ’ଣ ମିଳେ ଫାଇଦା

  • ୱାର୍ମ ଅପ୍‌ କଲେ ଶରୀରର ତାପମାତ୍ରା ବଢିବା ଦ୍ୱାରା ମାଂସପେଶୀ ନମନୀୟ ରୁହେ ଓ ସଂଙ୍କୁଚିତ ହୁଏ ନାହିଁ।
  • ୱାର୍ମ୍‌ଅପ୍‌ କରିବା ଦ୍ୱାରା ଶରୀରର ଏନର୍ଜି ଲେବଲ ବଢିଯାଏ ଏବଂ ପର୍‌ଫମାନ୍ସ ଭଲ ହୋଇଥାଏ।
  • ଅଧିକାଂଶ ସମୟରେ ଖେଳାଳି ଖେଳିବା ପୂର୍ବରୁ ଚିନ୍ତିତ ଦେଖାଯାଆନ୍ତି। ୱାର୍ମିଂଅପ୍‌ କରିବା ଦ୍ୱାରା ଶରୀରରେ ଶକ୍ତି ସଂଚାର ହେବା ସହ ସଠିକ ରୂପେ ରକ୍ତ ସଞ୍ଚାଳନ ହୋଇଥାଏ। ଏହାଦ୍ୱାରା ଚିନ୍ତା ଦୂର ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story