ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଛକରେ ପୋଲିସ୍‌ ଏକକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ ହୋଇଛି। ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି।  ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ତୋଷ ନାଁରେ ଏକାଧତ୍କ ଅପରାଧିକ ମାମଲା ରହିଛି। ୧୫ଟି ଚୋରି ଓ ଡକାୟତି ମାମଲା ସହ ଏକ ଡବଲ ମର୍ଡର ଘଟଣାରେ ତା’ର ସମ୍ପୃକ୍ତି ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଏନକାଉଣ୍ଟରରେ ଇନ୍ସପେକ୍ଟର ଶିବଶଙ୍କର ସମେତ ୪ ଜଣ […]

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 04:03 AM IST

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଛକରେ ପୋଲିସ୍‌ ଏକକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ ହୋଇଛି। ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି।  ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ତୋଷ ନାଁରେ ଏକାଧତ୍କ ଅପରାଧିକ ମାମଲା ରହିଛି। ୧୫ଟି ଚୋରି ଓ ଡକାୟତି ମାମଲା ସହ ଏକ ଡବଲ ମର୍ଡର ଘଟଣାରେ ତା’ର ସମ୍ପୃକ୍ତି ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି।

ଏହି ଏନକାଉଣ୍ଟରରେ ଇନ୍ସପେକ୍ଟର ଶିବଶଙ୍କର ସମେତ ୪ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

 

Related story