ଭଦ୍ରକ ବନ୍ତ ଛକରେ ପୁଣି ଅଶାନ୍ତି, ଦୋକାନ ପୋଡ଼ି ଦେଲେ  

ଭଦ୍ରକ: ସବୁ ଠିକ୍ ଠାକ୍‌ ଚାଲିଥିବା ବେଳେ ଆଜି ପୁଣି ସାମାନ୍ୟ ଅଶାନ୍ତି ସୃଷ୍ଟି ହୋଇଛି  ଭଦ୍ରକ ସହରରେ।  ବନ୍ତ ଛକରେ ଆଜି ସକାଳେ ଦେଖାଯାଇଛି ଅଶାନ୍ତି। ସେଠାରେ ଥିବା କିଛି ଦୋକାନକୁ କେହି ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ପରେ ବନ୍ତ ଛକ ଓ ଏହା ସଂଲଗ୍ନ ରାସ୍ତାରେ ପୁଣି କର୍ଫ୍ୟୁ ବଳବତ୍ତର କରାଯାଇଛି।  

fire

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 10:13 AM IST

Related story