ସିବିଆଇ ଓଡ଼ିଶାରେ ନାଟକ କରୁଛି: ବିଜୟ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତକାଲି ସିବିଆଇ ବିଜେଡି ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ଚହଳ ପକାଇ ଦେଇଥିବା ବେଳେ ଏହି ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ନୈତିକତା ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି,“ଓଡ଼ିଶାରେ ସିବିଆଇ ତିନି ବର୍ଷ ହେଲା ନାଟକ କରୁଛି। ଓଡ଼ିଶାରେ […]

bijaymohapatra

bijaymohapatra

Rakesh Mallick
  • Published: Friday, 13 January 2017
  • Updated: 13 January 2017, 03:31 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତକାଲି ସିବିଆଇ ବିଜେଡି ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ଚହଳ ପକାଇ ଦେଇଥିବା ବେଳେ ଏହି ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ନୈତିକତା ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି,“ଓଡ଼ିଶାରେ ସିବିଆଇ ତିନି ବର୍ଷ ହେଲା ନାଟକ କରୁଛି। ଓଡ଼ିଶାରେ ସିବିଆଇ ଆଦୌ ନିରପେକ୍ଷ ତଦନ୍ତ କରୁ ନାହିଁ। ଚିଟ୍‌ଫଣ୍ଡ୍ ଠକେଇ ତଦନ୍ତ ପାଇଁ ୩ ବର୍ଷ ଲାଗିବ? ତେଣୁ ସିବିଆଇର ନିରପେକ୍ଷତା ଓ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ କଥା।”

ବିଜୟ କହିଛନ୍ତି,“ଓଡ଼ିଶାରେ ଚିଟ୍‌ଫଣ୍ଡ୍ ତଦନ୍ତ ନେଇ ସିବିଆଇର କୌଣସି ଆନ୍ତରିକତା ନାହିଁ। ୩ ବର୍ଷ ତଳେ ଯାହାଙ୍କୁ ଡାକି ପଚରାଉଚରା କରିଥିଲେ ତାକୁ ଗିରଫ କଲେ ନାହିଁ କାହିଁକି? ତାଙ୍କୁ କିଏ ଅଟକାଇଥିଲା? ଏବେ କାହିଁକି ପାଲା କରୁଛନ୍ତି? ୩ ବର୍ଷ ପରେ ପ୍ରମାଣ ଖୋଜିଲେ କ’ଣ ମିଳିବ?”

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଚିଟ୍‌ଫଣ୍ଡ୍ ତଦନ୍ତ ନେଇ ସିବିଆଇର ତତ୍ପରତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଉପରେ ମନ୍ତବ୍ୟ ରଖି ବିଜୟ ମହାପାତ୍ର କହିଛନ୍ତି,“ପଞ୍ଚାୟତ ନିର୍ବାଚନ ସହିତ ସିବିଆଇ ତଦନ୍ତର କୌଣସି ସଂପର୍କ ନାହିଁ। ସିବିଆଇ ତଦନ୍ତ କରିପାରିବ। କିନ୍ତୁ ଆଉ ପନ୍ଦର ଦିନ ଅବା ମାସେ ପୂର୍ବରୁ ଏହି ତତ୍ପରତା ଦେଖାଇ ଥିଲେ କ’ଣ ହୋଇନଥା’ନ୍ତା। ଯେହେତୁ ନିର୍ବାଚନ ଘୋଷଣା ପରେ ସିବିଆଇ ତତ୍ପରତା ଦେଖାଉଛି ତେଣୁ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story