କକ୍‌ପିଟରେ ଧୂଆଁ: ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆ ବିମାନର ମୁମ୍ବାଇ ବନ୍ଦରରେ ଜରୁରୀ ଅବତରଣ

ମୁମ୍ବାଇ: ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ୬୬୯ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। କକ୍‌ପିଟ୍‌ରୁ ଧୂଆଁ ବାହାରିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ କକ୍‌ପିଟ୍‌ରୁ ଧୂଆଁ ବାହାରୁ ଥିବା ଜଣାପଡିଥିଲା। ଫଳରେ ପାଇଲଟ୍‌ ବିମାନକୁ ମୁମ୍ବାଇ ବନ୍ଦରରେ ଅବତରଣ କରିଥିଲେ।

air-india

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 06:06 PM IST

ମୁମ୍ବାଇ: ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ୬୬୯ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। କକ୍‌ପିଟ୍‌ରୁ ଧୂଆଁ ବାହାରିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ କକ୍‌ପିଟ୍‌ରୁ ଧୂଆଁ ବାହାରୁ ଥିବା ଜଣାପଡିଥିଲା। ଫଳରେ ପାଇଲଟ୍‌ ବିମାନକୁ ମୁମ୍ବାଇ ବନ୍ଦରରେ ଅବତରଣ କରିଥିଲେ।

Related story