ଚଳନ୍ତା କାର୍‌ରେ ଲାଗି ଗଲା ନିଆଁ

Ordigital Desk
  • Published: Friday, 23 June 2017
  • , Updated: 23 June 2017, 07:39 AM IST
<p>ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକରେ ଜଳିଗଲା କାର। ତେବେ କାର୍ ମାଲିକ&nbsp; ଅଳ୍ପକେ ବର୍ତ୍ତି ଯାଇଛନ୍ତି। &nbsp;ଆଜି ସକାଳୁ ସକାଳୁ ଘଟିଛି ଏ ଘଟଣା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। କାର୍&zwnj;ରେ କେଉଁଥି ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନି।</p> <p>&amp;nbsp;</p>

Related story