ନରସିଂହଙ୍କ ଗାଡ଼ିର ବାଁ ପାଖରେ ଲାଗିଛି ଜାତୀୟ ପତାକା!

ଭୁବନେଶ୍ୱର: ବିରୋଧର ଦଳ ନେତା ନରସିଂହ ମିଶ୍ରଙ୍କ ଗାଡ଼ିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଥିବା ଅଭିଯୋଗ ହୋଇଛି। ଏ ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇ ଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ସେ କାହାରି ନାମ ନ ନେଇ କହିଥିଲେ,“ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଛି। ଏହା ଜାତୀୟ ପତାକା ପ୍ରତି ଅବମାନନା। ମନ୍ତ୍ରୀଙ୍କ ଗାଡ଼ି ନମ୍ବର ହେଉଛି OD-O2AG-6699।” କିନ୍ତୁ ପରେ ଜଣାପଡ଼ିଲା ଏହି ଗାଡ଼ି […]

narsingha

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 12:54 PM IST

ଭୁବନେଶ୍ୱର: ବିରୋଧର ଦଳ ନେତା ନରସିଂହ ମିଶ୍ରଙ୍କ ଗାଡ଼ିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଥିବା ଅଭିଯୋଗ ହୋଇଛି।

ଏ ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇ ଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ସେ କାହାରି ନାମ ନ ନେଇ କହିଥିଲେ,“ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଛି। ଏହା ଜାତୀୟ ପତାକା ପ୍ରତି ଅବମାନନା। ମନ୍ତ୍ରୀଙ୍କ ଗାଡ଼ି ନମ୍ବର ହେଉଛି OD-O2AG-6699।”

କିନ୍ତୁ ପରେ ଜଣାପଡ଼ିଲା ଏହି ଗାଡ଼ି ଚଢୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି,“ଲ’ ବୁକ୍ ମଗାଇ ତର୍ଜମା କରିବି, ତା’ପରେ ଗୃହରେ ଉତ୍ତର ରଖିବି।”

Related story