ବିଧାନସଭା ମୌସୁମୀ ଅଧିବେଶନ: ବିରୋଧୀଙ୍କୁ ଉପେକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ଉପେକ୍ଷା ପ୍ରସଙ୍ଗରେ ବିରୋଧୀ ରାଜ୍ୟପାଳ ଏସ.ସି.ଜମିରଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ସାରିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଶାସକ ଦଳ ଏକଛତ୍ରବାଦ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। ବିରୋଧୀ ଦଳ ଅନୁପସ୍ଥିତିରେ ପାସ ବିଲକୁ ସ୍ୱୀକୃତି ନ ଦେବାକୁ ରାଜ୍ୟପାଳଙ୍କୁ ବିରୋଧୀଦଳ ନେତା ନରସିଂହ […]

congress

congress

Rakesh Mallick
  • Published: Friday, 28 August 2015
  • Updated: 28 August 2015, 08:20 AM IST

Sports

Latest News

congressଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ଉପେକ୍ଷା ପ୍ରସଙ୍ଗରେ ବିରୋଧୀ ରାଜ୍ୟପାଳ ଏସ.ସି.ଜମିରଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ସାରିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଶାସକ ଦଳ ଏକଛତ୍ରବାଦ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। ବିରୋଧୀ ଦଳ ଅନୁପସ୍ଥିତିରେ ପାସ ବିଲକୁ ସ୍ୱୀକୃତି ନ ଦେବାକୁ ରାଜ୍ୟପାଳଙ୍କୁ ବିରୋଧୀଦଳ ନେତା ନରସିଂହ ମିଶ୍ର ଅନୁରୋଧ କରିଛନ୍ତି। ଏହାସହ ରାଜ୍ୟପାଳ ବାଚସ୍ପିତିଙ୍କୁ ଡାକି ଏ ନେଇ ଆଲୋଚନା କରିବେ ବୋଲି କହିଛନ୍ତି। ବିଜେଡି ବିଧାନସଭାରେ ବିରୋଧୀଙ୍କ ଅନୁପସ୍ଥିତିରେ ଚଳିତ ଅଧିବେଶନରେ ୪ଟି ପ୍ରମୁଖ ବିଲକୁ ପାସ କରିବାକୁ ଅଡି ବସିଥିବାବେଳେ କଂଗ୍ରେସ ଏହାକୁ ବିରୋଧ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ସୂଚନାଯୋଗ୍ୟ, ବିଧାନସଭାରେ ଗତକାଲି ଜମି ହଡ଼ପ ନିବାରଣ ବିଲକୁ ବିରୋଧ କରିଥିଲା କଂଗ୍ରେସ। ଏହା ସତ୍ତ୍ୱେ ବି ବିଲ୍ ଉପରେ ଆଲୋଚନା ଜାରି ରହିବାରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story