ବିଜୟଙ୍କ ବାଣ: ଶ୍ରୀମନ୍ଦିର କର୍ପସ ଫଣ୍ଡରେ ମହା ଦୁର୍ନୀତି, ସବୁ ଜାଣି ସରକାର ନିରବ

ଭୁବନେଶ୍ୱର/ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଅଡିଟ ରିପୋର୍ଟରେ ଏକଥା ଉଲ୍ଲେଖ ଥିବା ଦର୍ଶାଇ ଆଜି ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ କାଠଗଡ଼ାରେ ଠିଆ କରିଛନ୍ତି ବିରଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଅଡିଟ ରିପୋର୍ଟରେ କର୍ପସ ଫଣ୍ଡର ୩୨୨ କୋଟିରୁ ପାଖାପାଖି ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା  ଧରାପଡିଥିବା ବେଳେ ସଂପୂର୍ଣ ଅଡିଟ କରାଇ ନଦେବା ଅଭିଯୋଗ ଆଣିଛନ୍ତି ବିଜୟ। ସେ କହିଛନ୍ତି,“ମହାପ୍ରଭୁ […]

bijay mohapatra

bijay mohapatra

Rakesh Mallick
  • Published: Monday, 15 May 2017
  • Updated: 15 May 2017, 08:20 PM IST

ଭୁବନେଶ୍ୱର/ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଅଡିଟ ରିପୋର୍ଟରେ ଏକଥା ଉଲ୍ଲେଖ ଥିବା ଦର୍ଶାଇ ଆଜି ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ କାଠଗଡ଼ାରେ ଠିଆ କରିଛନ୍ତି ବିରଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଅଡିଟ ରିପୋର୍ଟରେ କର୍ପସ ଫଣ୍ଡର ୩୨୨ କୋଟିରୁ ପାଖାପାଖି ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା  ଧରାପଡିଥିବା ବେଳେ ସଂପୂର୍ଣ ଅଡିଟ କରାଇ ନଦେବା ଅଭିଯୋଗ ଆଣିଛନ୍ତି ବିଜୟ।

ସେ କହିଛନ୍ତି,“ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ପରିଚିତ। ତେଣୁ ଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପର୍କରେ କମିଶନ ଗଠନ ନକରି ବିଧାନସଭାରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯାଉ। ମନ୍ଦିର ସୁପରିଚାଳନା କିପରି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେଇ ବିଧାୟକମାନେ ସଂକୀର୍ଣ୍ଣ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ମତାମତ ରଖନ୍ତୁ।”

ବିଜୟ କହିଛନ୍ତି,“ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ଅଡିଟ ରିପୋର୍ଟ ୨୦୧୫ ଡିସେମ୍ବର ୨୧ରେ ଆକାଉଣ୍ଟାଣ୍ଟ ଜେନେରାଲ, ଶ୍ରୀମନ୍ଦିର ପ୍ରଶାସନ ଓ ଆଇନ ବିଭାଗଙ୍କୁ ଦେଇଥିଲେ। ସେହି ରିପୋର୍ଟରେ ଆର୍ଥିକ ଅନିୟମିତତା କଥା ଉଠିଥିଲା। ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସୁପରିଚାଳନା ପାଇଁ କର୍ପସ ଫଣ୍ଡରେ ୨୦୧୫ ସେପ୍ଟେମ୍ୱର ସୁଦ୍ଧା ୩୨୨ କୋଟି ୬ ଲକ୍ଷ ଟଙ୍କା ରହିଥିଲା। ବିନା ପ୍ଲାନ୍‌ରେ ଉଚିତ୍ ଜାଗାରେ ଏହି ଟଙ୍କା ଜମା କରାଯାଇଥିବାରୁ ଶ୍ରୀମନ୍ଦିର ୬୬ କୋଟି ଟଙ୍କା କ୍ଷତି ସହିଛି। ସେହିପରି ଫିକ୍ସଡ ଡିପୋଜିଟକୁ ପୁଣି ବିନିଯୋଗ କରାନଯିବାରୁ ୪ କୋଟି ୫୫ ଲକ୍ଷ ଟଙ୍କା କ୍ଷତି ହୋଇଛି। ହୁଣ୍ଡିଟଙ୍କା ଓ ଜଗନ୍ନାଥଙ୍କ ଜମିର ରାଜସ୍ୱ ଆଦୟ କମିଛି। ୨୦୧୦ରୁ ୧୫-୧୬ ଭିତରେ ଏହି ରାଜସ୍ୱ ୧୬ ପ୍ରତିଶତ କମିଛି।”

ଅର୍ଥ ତୋଷରପାତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି,“କର୍ଫସ ଫଣ୍ଡ ଟଙ୍କା ସୁରକ୍ଷିତ ଅଛି, ସେଥିରେ କୌଣସି ଅନିୟମିତତା ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story