ବିକ୍ରି ହେବ ଜଗନ୍ନାଥଙ୍କର ୭ ଏକର ଜମି, କିଣିବ ଅଏଲ ଇଣ୍ଡିଆ କର୍ପୋରେସନ୍

ପୁରୀ: ଜଗନ୍ନାଥଙ୍କର ୭ ଏକର ଜମି ବିକ୍ରି ହେବ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଛଣଘରଠାରେ ଥିବା ଜଗନ୍ନାଥଙ୍କର ୭ ଏକର ଜମି ବିକ୍ରି କରାଯିବ। ଏକର ପ୍ରତି ଦେଢ଼ କୋଟି ହିସାବରେ ଏହି ଜମି ବିକ୍ରି କରାଯିବ। ଅଏଲ ଇଣ୍ଡିଆ କର୍ପୋରେସନ୍ ଏହି ୭ ଏକର ଜମି କିଣିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦିଆଯାଇଛି। ସେହିପରି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରର ସେବାୟତମାନଙ୍କ ପାଇଁ […]

puri

puri

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 04:14 PM IST

Sports

Latest News

ପୁରୀ: ଜଗନ୍ନାଥଙ୍କର ୭ ଏକର ଜମି ବିକ୍ରି ହେବ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଛଣଘରଠାରେ ଥିବା ଜଗନ୍ନାଥଙ୍କର ୭ ଏକର ଜମି ବିକ୍ରି କରାଯିବ। ଏକର ପ୍ରତି ଦେଢ଼ କୋଟି ହିସାବରେ ଏହି ଜମି ବିକ୍ରି କରାଯିବ। ଅଏଲ ଇଣ୍ଡିଆ କର୍ପୋରେସନ୍ ଏହି ୭ ଏକର ଜମି କିଣିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦିଆଯାଇଛି।

ସେହିପରି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରର ସେବାୟତମାନଙ୍କ ପାଇଁ ୪୮ଟି ବାସଗୃହ ନିର୍ମାଣ କରାଯିବ। ଗୋପାଳ ତୀର୍ଥ ମଠ ପରିସରରେ ଏହି ସବୁ ବାସଗୃହ ନିର୍ମାଣ କରାଯିବ। ତା’ସହିତ ସେବାୟତମାନଙ୍କ ପିଲାମାନଙ୍କ ପାଇଁ ଏକ ମଡେଲ୍ ସ୍କୁଲ୍ ପ୍ରତିଷ୍ଠା କରାଯିବ।

ସେହିପରି ଜଗମୋହନ ମରାମତି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ପୂର୍ତ୍ତ ଓ ପ୍ରତ୍ନତତ୍ୱ ବିଭାଗକୁ ଏଥିପାଇଁ ଯାଞ୍ଚ୍ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ଦୁଇ ବିଭାଗ ରିପୋର୍ଟ ଦେବା ପରେ ଏନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯିବ। ଛତିଶା ନିଯୋଗ ବୈଠକରେ ହିଁ ଜଗମୋହନ ମରାମତି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ସନ୍ଧ୍ୟାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ।  ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story