ବିମଳାଗଡ଼ ରେଲୱେ ସାଇଡିଂରେ ଉତ୍ତେଜନା, ୩୦ ଆହତ

ରାଉରକେଲା: ରାଉରକେଲା ବିମଳାଗଡ଼ ରେଲୱେ ସାଇଡିଂରେ ମାଲ୍‌ ଲୋଡିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ସାଇଡିଂରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଶ୍ରମିକଙ୍କ ଢେଲାପଥର ଓ ତୀର ମାଡ଼ରେ ୩୦ ଜଣରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସଂଘର୍ଷ ବେଳେ ୫ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ବୁଝାଶୁଝା କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା। ପରେ ପ୍ରଶାସନ ୧୪୪ ଧାରା ଜାରି କରିଛି।

bemalagada rail station

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 06:22 PM IST

ରାଉରକେଲା: ରାଉରକେଲା ବିମଳାଗଡ଼ ରେଲୱେ ସାଇଡିଂରେ ମାଲ୍‌ ଲୋଡିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ସାଇଡିଂରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଶ୍ରମିକଙ୍କ ଢେଲାପଥର ଓ ତୀର ମାଡ଼ରେ ୩୦ ଜଣରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସଂଘର୍ଷ ବେଳେ ୫ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ବୁଝାଶୁଝା କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା। ପରେ ପ୍ରଶାସନ ୧୪୪ ଧାରା ଜାରି କରିଛି।

Related story