ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ନବୀନ  

ଭୁବନେଶ୍ୱର: ଆଗୁଆ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ ଅଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଆଗୁଆ ନିର୍ବାଚନ ହେଲେ ବିଜେଡି ଏଥିଲାଗି ପୂରା ପ୍ରସ୍ତୁତ ରହିଛି।” ଦେଶରେ ଆଗୁଆ କରିବା ଲାଗି ଦୁଇ ଦିନ ତଳେ ଦେଶର ମୁଖ୍ୟ ନିର୍ବାଚନ କମିଶନର ସଙ୍କେତ ଦେଇଥିଲେ। ଏପରିକି ୨୦୧୮ ଶେଷ ସୁଦ୍ଧା ଏକସଙ୍ଗେ ସାଧାରଣ ଓ ବିଧାନସଭା ନିର୍ବାଚନ ହୋଇପାରେ […]

nn

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 03:13 PM IST

ଭୁବନେଶ୍ୱର: ଆଗୁଆ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ ଅଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଆଗୁଆ ନିର୍ବାଚନ ହେଲେ ବିଜେଡି ଏଥିଲାଗି ପୂରା ପ୍ରସ୍ତୁତ ରହିଛି।”

ଦେଶରେ ଆଗୁଆ କରିବା ଲାଗି ଦୁଇ ଦିନ ତଳେ ଦେଶର ମୁଖ୍ୟ ନିର୍ବାଚନ କମିଶନର ସଙ୍କେତ ଦେଇଥିଲେ। ଏପରିକି ୨୦୧୮ ଶେଷ ସୁଦ୍ଧା ଏକସଙ୍ଗେ ସାଧାରଣ ଓ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ।  ଆଗୁଆ  ନିର୍ବାଚନ  ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ  ଅଛି ବୋଲି ସେ କହିଥିଲେ।

 

Related story