ବିଜେଡି ମୁଖପାତ୍ର ଟିମ୍‌ରୁ ସୂର୍ଯ୍ୟ, ଶଶୀ ଓ ପ୍ରତାପ ବାଦ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୧୧ ଜଣିଆ ମୁଖପାତ୍ର ଟିମ୍ ଆଜି ଘୋଷଣା କରାଯାଇଛି। ଏଥିରେ ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅମର ଶତପଥୀ ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରବି ନନ୍ଦ, ସମୀର ଦାଶ, ସସ୍ମିତ ପାତ୍ର ଏବଂ ସୁଲୋଚନା ଦାସ ରହିଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ମୁଖପାତ୍ର ଟିମ୍‌ରୁ ବାଦ୍ ପଡିଛନ୍ତି। ଏହାସହ ଦଳର ସଭାପତି ନବୀନ ପଟ୍ଟନାୟକ ୧୧ […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 10:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ୧୧ ଜଣିଆ ମୁଖପାତ୍ର ଟିମ୍ ଆଜି ଘୋଷଣା କରାଯାଇଛି। ଏଥିରେ ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅମର ଶତପଥୀ ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରବି ନନ୍ଦ, ସମୀର ଦାଶ, ସସ୍ମିତ ପାତ୍ର ଏବଂ ସୁଲୋଚନା ଦାସ ରହିଛନ୍ତି।

ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ମୁଖପାତ୍ର ଟିମ୍‌ରୁ ବାଦ୍ ପଡିଛନ୍ତି।

ଏହାସହ ଦଳର ସଭାପତି ନବୀନ ପଟ୍ଟନାୟକ ୧୧ ଜଣ ପ୍ୟାନେଲିଷ୍ଟଙ୍କୁ ମଧ୍ୟ ନିଯୁକ୍ତ ଦେଇଛନ୍ତି। ରାସେଶ୍ୱରୀ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ସୁବାସ ସିଂହ, ମିହିର ମହାନ୍ତି, ତେଜେଶ୍ୱର ପରିଡ଼ା, ଲେନିନ ମହାନ୍ତି, ଚିନ୍ମୟ ସାହୁ, ରାଣାପ୍ରତାପ ପାତ୍ର, ଦେବାଶିଷ ମାରାଣ୍ଡି, ସନ୍ତୋଷ ଅମାତ ଏବଂ ସୁଲତା ଦେଓ ଏହି ପ୍ୟାନେଲିଷ୍ଟରେ ଅଛନ୍ତି।

ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ବିଜେଡିର ନୂଆପଡ଼ା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି।

Related story