ଭୁବନେଶ୍ୱର ନୂଆଗାଁରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ  କରିଛନ୍ତି। ସେହିପରି ସମ୍ୱଲପୁର ସ୍ଥିତ ଗାନ୍ଧି ମନ୍ଦିରରୁ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ଜିଲ୍ଲା ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଏହି ପଦଯାତ୍ରା ମାସେ ଧରି ଚାଲିବ। ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲୁଥିବା ବେଳେ ଏବର୍ଷ ଏହା […]

bjd1

bjd1

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 06:27 PM IST

Sports

Latest News

bjdଭୁବନେଶ୍ୱର: ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ  କରିଛନ୍ତି।

ସେହିପରି ସମ୍ୱଲପୁର ସ୍ଥିତ ଗାନ୍ଧି ମନ୍ଦିରରୁ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ଜିଲ୍ଲା ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି।

ଏହି ପଦଯାତ୍ରା ମାସେ ଧରି ଚାଲିବ। ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲୁଥିବା ବେଳେ ଏବର୍ଷ ଏହା ମାସେ ଧରି ଚାଲିବ। ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ପଦଯାତ୍ରା ହେବ। ଏଥିପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ୧୪୭ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପଦଯାତ୍ରା ସମୟରେ ମହାନଦୀ, ପୋଲାଭରମ୍‌, କେନ୍ଦ୍ରୀୟ ଅବହେଳା, କେନ୍ଦ୍ରୀୟ ଅନୁଦାନ ହ୍ରାସ ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ଦଳ ଅବଗତ କରାଇବ ।

ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ଏହି ପଦଯାତ୍ରାକୁ ବ୍ୟାପକ କରିବ। ସାଂପ୍ରତିକ ରାଜନୈତିକ ସ୍ଥିତିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ବ୍ୟାକ୍‌ଫୁଟ୍‌ରେ ଥିବାରୁ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story