ମୁଖ୍ୟମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣଙ୍କ ସହ ୩୦ ଗିରଫ

ସମ୍ୱଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ସମ୍ବଲପୁରରେ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ଗତକାଲି ଜିଲ୍ଲାର ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଜୟନାରାୟଣଙ୍କ ସହ ଅନ୍ୟ ୩୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫର ତୀବ୍ର ପ୍ରତିବାଦ କରିଛି ବିଜେପି। ସେହିଭଳି କଂଗ୍ରେସର ଦୁଇ ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 10:28 AM IST

ସମ୍ୱଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ସମ୍ବଲପୁରରେ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ଗତକାଲି ଜିଲ୍ଲାର ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଜୟନାରାୟଣଙ୍କ ସହ ଅନ୍ୟ ୩୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫର ତୀବ୍ର ପ୍ରତିବାଦ କରିଛି ବିଜେପି।

ସେହିଭଳି କଂଗ୍ରେସର ଦୁଇ ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Related story