ଚିଲିକା ମଝିରେ ଫସିଗଲା ଭସା ପୋଲ

Ordigital Desk
  • Published: Saturday, 09 September 2017
  • , Updated: 09 September 2017, 05:54 PM IST
<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଚିଲିକା ମଝିରେ କାଦୁଅରେ ଫସିଗଲା ଫେରି ବା ଭସାପୋଲ। ବ୍ରହ୍ମଗିରି ସାତପଡ଼ା ଘାଟରୁ ଜହ୍ନିକୁଦା ଯିବା ବେଳେ ଘଟିଛି ଏହି ଅଘଟଣ। କୂଳରୁ ପ୍ରାୟ ଦେଢ଼ କିଲୋମିଟର ଯିବା ପରେ ଭସା ପୋଲଟି କାଦୁଅରେ ଫସିଯାଇଥିଲ। ଏଥିରେ ୫୦ରୁ ଅଧିକ ଲୋକ ଫସି ରହିଥିବା ବେଳେ କିଛି ଗାଡ଼ି ମଧ୍ୟ ଅଟକି ରହିଛି । ଏହାକୁ ମୁକୁଳାଇବାକୁ ଆଉ ଏକ ଭସା ପୋଲ ଯାଇଥିବା ସୂଚନା ମିଳିଛି ।</p>

Related story