ବଲାଙ୍ଗିର: ଭୋଟ ଗ୍ରହଣ ପୂର୍ବରୁ ମାଓ ହିଂସା

ବଲାଙ୍ଗିର: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ଭୋଟ ଗ୍ରହଣ ପୂର୍ବରୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ମାଓ ହିଂସା ଦେଖିବାକୁ ମିଳିଛି। ଖପ୍ରାଖୋଲ ବ୍ଲକ କୁଲିଆମୁଣ୍ଡା ଗାଁରେ ମାଓବାଦୀମାନେ ପୋଡାଜଲା କରିବା ସହ ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇ ପୋଷ୍ଟର ମାରିଛନ୍ତି। ମାଓବାଦୀମାନେ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ପୋଡି ଦେଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

bolangiri

Rakesh Mallick
  • Published: Monday, 13 February 2017
  • , Updated: 13 February 2017, 08:14 AM IST

ବଲାଙ୍ଗିର: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ଭୋଟ ଗ୍ରହଣ ପୂର୍ବରୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ମାଓ ହିଂସା ଦେଖିବାକୁ ମିଳିଛି। ଖପ୍ରାଖୋଲ ବ୍ଲକ କୁଲିଆମୁଣ୍ଡା ଗାଁରେ ମାଓବାଦୀମାନେ ପୋଡାଜଲା କରିବା ସହ ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇ ପୋଷ୍ଟର ମାରିଛନ୍ତି।

ମାଓବାଦୀମାନେ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ପୋଡି ଦେଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Related story