ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଖାରଜ

ଯାଜପୁର: ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟିଂ ଖାରଜ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ଭିତରେ ଭୋଟ ଦେବାକୁ କେହି କାଉନସିଲର ନ ଆସିବାରୁ ଭୋଟିଂ ହୋଇ ନ ଥିଲା।  ଅନାସ୍ଥା ଆଣିଥବା ଉପନଗରପାଳ ସୁବାସି ବଳ ମଧ୍ୟ ଅନୁପସ୍ଥିତ ଥିଲେ। ଏ ନେଇ କଳିଙ୍ଗନଗର ଏଡିମ୍‌ ଅବଦୁଲ ଅଲିମ୍‌ ଖାନ ଘୋଷଣା କରିଛନ୍ତି। ଆଜି ଭୋଟିଂ ହେବାକୁ ଥିଲେ ମଧ୍ୟ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ […]

poura-sadan

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 01:29 PM IST

ଯାଜପୁର: ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟିଂ ଖାରଜ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ଭିତରେ ଭୋଟ ଦେବାକୁ କେହି କାଉନସିଲର ନ ଆସିବାରୁ ଭୋଟିଂ ହୋଇ ନ ଥିଲା।  ଅନାସ୍ଥା ଆଣିଥବା ଉପନଗରପାଳ ସୁବାସି ବଳ ମଧ୍ୟ ଅନୁପସ୍ଥିତ ଥିଲେ। ଏ ନେଇ କଳିଙ୍ଗନଗର ଏଡିମ୍‌ ଅବଦୁଲ ଅଲିମ୍‌ ଖାନ ଘୋଷଣା କରିଛନ୍ତି।

ଆଜି ଭୋଟିଂ ହେବାକୁ ଥିଲେ ମଧ୍ୟ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନାସ୍ଥାର ସମ୍ମୁଖୀନ ହୋଇଥିବା ସବିତା ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି।

Related story