ଆପେ ଆପେ ବଢିଗଲା କାର ସ୍ପିଡ୍‌: ଖସି ପଡ଼ିଲା ତଳମହଲାକୁ, ତଥାପି…

<p>କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଅର୍ଥାତ ଯାହାକୁ ପ୍ରଭୁ ବଞ୍ଚାଇବାକୁ ଚାହିଁବେ, ତା&rsquo;ର କେହି କ୍ଷତି କରି ପାରବେ ନାହିଁ। ସେମିତି କିଛି ଘଟିଛି ଚୀନରେ। ଏକ କୋଠାର ଉପରମାହଲାରେ ଥିବା ପାର୍କିଂ ଅଞ୍ଚଳରୁ ଗୋଟେ କାର ତଳକୁ ଖସି ପଡ଼ିଥିଲେ ମଧ୍ୟ ଏହା ଭିତରେ ଥିବା ଚାଳକ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କର କିଛି କ୍ଷତି ହୋଇନାହିଁ। କାର ଯେମିତି ପଡିଲା, ଦେଖିଲେ ଲାଗିବ ଭିତରେ ଥିବା ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବ। କିନ୍ତୁ ଭିତରେ ଥିବା ଲୋକ ସାମାନ୍ୟ ଆଘାତ ହୋଇଛନ୍ତି, ଓ ଉଠି କି ଚଲାବୁଲା କରୁଥିବା ଯାହା ସେଠାରେ ଲାଗିଥିବା ଭିଡିଓରୁ ଜଣାପଡୁଛି।</p> <p>ପାର୍କିଂରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡୁଛି, କାରକୁ ପାର୍କିଂରୁ ନେବା ପାଇଁ ଚାଳକ ଜଣଙ୍କ ଗଡି ବାହାର କରନ୍ତି। କିଛି ସମୟ ପରେ କାରର ଗତି ଆପେ ଆପେ ବଢିବାରେ ଲାଗେ। ଏହି କାରଣରୁ ଚାଳକ ସେଠାରେ ଥିବା ୟୁ ଟର୍ଣ୍ଣରେ କରାକୁ ବୁଲାଇପାରନ୍ତି ନାହିଁ। ଏହାପରେ କାର ପାର୍କିଂର କବାଟ ଭାଙ୍ଗି ତଳକୁ ଖସି ପଡେ। କାରଟି ପଡିବା ପରେ ସେଠାରେ ଥିବା ସିକ୍ୟୁରିଟି ଓ କିଛି ଲୋକ ଭିତରେ ଥିବା ଦୁଇ ଜଣ ଲୋକଙ୍କୁ ବାହାରକରନ୍ତି। କାରରୁ ବାହାରିବା ପରେ ସେମାନେ ବିଶେଷ ଆଘାତ ହୋଇ ନଥିବା ଦେଖାଯାଏ।</p>

Ordigital Desk
  • Published: Monday, 12 February 2018
  • Updated: 12 February 2018, 09:21 AM IST

Sports

Latest News

<p>କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଅର୍ଥାତ ଯାହାକୁ ପ୍ରଭୁ ବଞ୍ଚାଇବାକୁ ଚାହିଁବେ, ତା&rsquo;ର କେହି କ୍ଷତି କରି ପାରବେ ନାହିଁ। ସେମିତି କିଛି ଘଟିଛି ଚୀନରେ। ଏକ କୋଠାର ଉପରମାହଲାରେ ଥିବା ପାର୍କିଂ ଅଞ୍ଚଳରୁ ଗୋଟେ କାର ତଳକୁ ଖସି ପଡ଼ିଥିଲେ ମଧ୍ୟ ଏହା ଭିତରେ ଥିବା ଚାଳକ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କର କିଛି କ୍ଷତି ହୋଇନାହିଁ। କାର ଯେମିତି ପଡିଲା, ଦେଖିଲେ ଲାଗିବ ଭିତରେ ଥିବା ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବ। କିନ୍ତୁ ଭିତରେ ଥିବା ଲୋକ ସାମାନ୍ୟ ଆଘାତ ହୋଇଛନ୍ତି, ଓ ଉଠି କି ଚଲାବୁଲା କରୁଥିବା ଯାହା ସେଠାରେ ଲାଗିଥିବା ଭିଡିଓରୁ ଜଣାପଡୁଛି।</p><p>ପାର୍କିଂରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡୁଛି, କାରକୁ ପାର୍କିଂରୁ ନେବା ପାଇଁ ଚାଳକ ଜଣଙ୍କ ଗଡି ବାହାର କରନ୍ତି। କିଛି ସମୟ ପରେ କାରର ଗତି ଆପେ ଆପେ ବଢିବାରେ ଲାଗେ। ଏହି କାରଣରୁ ଚାଳକ ସେଠାରେ ଥିବା ୟୁ ଟର୍ଣ୍ଣରେ କରାକୁ ବୁଲାଇପାରନ୍ତି ନାହିଁ। ଏହାପରେ କାର ପାର୍କିଂର କବାଟ ଭାଙ୍ଗି ତଳକୁ ଖସି ପଡେ। କାରଟି ପଡିବା ପରେ ସେଠାରେ ଥିବା ସିକ୍ୟୁରିଟି ଓ କିଛି ଲୋକ ଭିତରେ ଥିବା ଦୁଇ ଜଣ ଲୋକଙ୍କୁ ବାହାରକରନ୍ତି। କାରରୁ ବାହାରିବା ପରେ ସେମାନେ ବିଶେଷ ଆଘାତ ହୋଇ ନଥିବା ଦେଖାଯାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos