ଓଡ଼ିଶାରେ ରମଣ ସିଂହ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ। ନୂଆପଡ଼ା ଜିଲ୍ଲା ଆମସେନା କୁରୁକୂଳ ଆଶ୍ରମ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି। ସୁବର୍ଣ୍ଣ ଜୟନ୍ତ୍ରୀ ସମାରୋହ କାର୍ଯ୍ୟକ୍ରମ ସରିବା ପରେ ସେ ଫେରିଯିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

raman singh

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 12:23 PM IST

Related story