ସୀମା ବିବାଦ: ଭାରତ ମହାସାଗରରେ ଚକ୍କର କାଟିଲା ଚୀନ୍ ଜାହାଜ: ସୂଚନା ଦେଲା ‘ରୁକ୍ମଣୀ’  

ନୂଆଦିଲ୍ଲୀ:ଥମୁନି ବିବାଦ। ସିକିମ ସୀମାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଅଧିକ ଜଟିଳ ହେଉଛି। ଏହାକୁ କେନ୍ଦ୍ର କରି ଉଭୟ ଭାରତ ଏବଂ ଚୀନ ମୁହାମୁହିଁ ପରିସ୍ଥିତିକୁ ଆସିଯାଇଥିବା ବେଳେ ଚୀନ ଗୋଟିଏ ପରେ ଗୋଟିଏ ସୀମା ଲଂଘି ଚାଲିଛି। ଶକ୍ତି ସାମ୍ୟର୍ଥରେ କେହି କାହାଠାରୁ କମ୍‌ ନୁହେଁ କହିବା ପରେ ଚୀନ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ସୀମା ଉଲ୍ଲଂଘନ କରି ଚୀନର ନୌସେନା ଭାରତ  ମହାସାଗରେ ପ୍ରବେଶ କରି ଚକ୍କର କାଟୁଛି। ଗତ ୨ […]

china

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 03:46 PM IST

ନୂଆଦିଲ୍ଲୀ:ଥମୁନି ବିବାଦ। ସିକିମ ସୀମାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଅଧିକ ଜଟିଳ ହେଉଛି। ଏହାକୁ କେନ୍ଦ୍ର କରି ଉଭୟ ଭାରତ ଏବଂ ଚୀନ ମୁହାମୁହିଁ ପରିସ୍ଥିତିକୁ ଆସିଯାଇଥିବା ବେଳେ ଚୀନ ଗୋଟିଏ ପରେ ଗୋଟିଏ ସୀମା ଲଂଘି ଚାଲିଛି। ଶକ୍ତି ସାମ୍ୟର୍ଥରେ କେହି କାହାଠାରୁ କମ୍‌ ନୁହେଁ କହିବା ପରେ ଚୀନ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ସୀମା ଉଲ୍ଲଂଘନ କରି ଚୀନର ନୌସେନା ଭାରତ  ମହାସାଗରେ ପ୍ରବେଶ କରି ଚକ୍କର କାଟୁଛି। ଗତ ୨ ମାସ ଭିତରେ ଚୀନ୍‌ର ଏମିତି ୧୩ଟି ଜାହାଜ ଭାରତ ମହାସାଗରରେ ବୁଲି ଫେରିଯାଇଛି। ଭାରତର ନୌପଥ ଉପଗ୍ରହ ରୁକ୍ମଣୀ(ଜିସାଟ-୭) ଏହି ସୂଚନା ଦେଇଛି। ତେବେ ଭାରତ ମଧ୍ୟ ଏହା ଉପରେ କଡ଼ା ନଜର ରଖିଛି।

Related story