ଚୌଦ୍ୱାର ଜେଲ ଗଲେ ସତ୍ୟମ: ୨ ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ଗତକାଲି ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କ ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ କଟକ ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା । ବିଚାରପତି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦେଇଛନ୍ତି । ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି । ସତ୍ୟମକୁ ଅଧିକ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆଉ ଆବେଦନ କରିବ ନାହିଁ ବୋଲି ସୂଚନା […]

satyam

satyam

Rakesh Mallick
  • Published: Monday, 24 August 2015
  • Updated: 24 August 2015, 05:23 AM IST

କଟକ: ଗତକାଲି ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କ ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ କଟକ ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା । ବିଚାରପତି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦେଇଛନ୍ତି । ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି । ସତ୍ୟମକୁ ଅଧିକ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆଉ ଆବେଦନ କରିବ ନାହିଁ ବୋଲି ସୂଚନା ମିଳିଛି। ୩ ଦିନ ଧରି ଜେରା ବେଳେ ସତ୍ୟମଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଖାସ୍ କରି ସାରଥି ପ୍ରଡକସନର ଟଙ୍କ। କାରବାର ଓ ତାଙ୍କର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ସମ୍ପର୍କରେ ସୂଚନା ମିଳିଛି। ଏହାଛଡା ତାଙ୍କ ବ୍ୟାଙ୍କ ଟ୍ରାନଜାକସନ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ସେପଟେ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ସାରଥି ବିବାଦୀୟ ଯୁବତୀଙ୍କ ସହ ରହିବା ନେଇ ଠୋସ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ। ସିସିଟିଭି ଯାଞ୍ଚ ବେଳେ ହୋଟେଲର ରିସେପସନ ଏରିଆରେ ସାରଥି ଓ ବିବାଦୀୟ ଯୁବତୀଙ୍କ କିଛି ଫଟୋ କ୍ରାଇମବ୍ରାଞ୍ଚକୁ ମିଳିଛି। କ୍ରାଇମବ୍ରାଞ୍ଚ ଏଡିଜି ବି. କେ. ଶର୍ମା ଓଟିଭିକୁ ଏହି ସୂଚନା ଦେଇଛନ୍ତି।

ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ଗତ ୧୮ ତାରିଖରେ ମୁମ୍ୱାଇରୁ ସତ୍ୟମକୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଥିଲା। ସେପଟେ ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କାର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ ଲକ୍ଷ ଲକ୍ଷ ଟଙ୍କ।ର ବ୍ୟାଙ୍କ ଆଉକାଣ୍ଟ ରହିଛି। ଜେରା ସମୟରେ ସାରଥି ବହୁ ତଥ୍ୟ ଲୁଚାଇଥିବା ଓ ମିଛ ଉତ୍ତର ଦେଇଥିବା ସନ୍ଦେହ କରାଯାଉଛି। ଆଶା କରାଯାଉଥିଲା ସତ୍ୟମକୁ କରାଯାଇଥିବା ଜେରାରୁ ସେ ସବୁ ଉପରୁ ପରଦା ହଟିବ। କ୍ରାଇମବ୍ରାଞ୍ଚ ସତ୍ୟମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଆଇପିସିର ଧାରା ୧୨୦-ବି, ୪୬୭, ୪୬୮, ୪୭୧, ୪୧୧, ୪୨୩, ୩୭୧, ୩୪୧ ଏବଂ ୩୪ ଦଫା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story