ଭଦ୍ରକରେ ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ଖୋଲା; ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ
ଭଦ୍ରକ: ଆଶନ୍ତ ଭଦ୍ରକର ସ୍ଥିତି ସ୍ୱାଭାବିକ ହେଉଛି। ସହରର ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ଏଥିଯୋଗୁଁ ସହରବାସୀ ସାମନ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ସ୍ଥିତି ସୁଧୁରିଥିବାରୁ ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। କର୍ଫ୍ୟୁ କୋହଳ ହୋଇଥିବାରୁ ଦୋକାନ ବଜାର ଖୋଲା ରହିଛି। ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳୁଛି। ଗତକାଲି ପରି ଆଜି ମଧ୍ୟ ସମସ୍ତ ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ଖୋଲା ରହିଛି। ଯୁକ୍ତ ଦୁଇ ଖାତା […]
Curfew relaxed from 7am to 4 pm today in troubled #Bhadrak
ଭଦ୍ରକ: ଆଶନ୍ତ ଭଦ୍ରକର ସ୍ଥିତି ସ୍ୱାଭାବିକ ହେଉଛି। ସହରର ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ଏଥିଯୋଗୁଁ ସହରବାସୀ ସାମନ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ସ୍ଥିତି ସୁଧୁରିଥିବାରୁ ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। କର୍ଫ୍ୟୁ କୋହଳ ହୋଇଥିବାରୁ ଦୋକାନ ବଜାର ଖୋଲା ରହିଛି। ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳୁଛି।
ଗତକାଲି ପରି ଆଜି ମଧ୍ୟ ସମସ୍ତ ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ଖୋଲା ରହିଛି। ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପୁଣି ଆରମ୍ଭ ହୋଇଛି। ସେହିପରି ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ଗତକାଲିଠାରୁ ହଟି ଯାଇଛି। ଫଳରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି।