କଟକ: ବଜ୍ରକବାଟିରେ ବୋମାମାଡ଼, ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା

କଟକ: କଟକ ବଜ୍ରକବାଟିରେ ବୋମାମାଡ଼ ସାଙ୍ଗକୁ ଫାଙ୍କା ଗୁଳିଚାଳନା କରିଛନ୍ତି ଦୁବୃର୍ତ୍ତ।  ଏକ ହୋଟେଲ ଆଗରେ ଦୁଇଜଣ  ଦୁବୃର୍ତ୍ତ  ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛନ୍ତି। ଏକ ମୋଟର ସାଇକେଲରେ ଆସି  ଦୁବୃର୍ତ୍ତ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ବୋମାମାଡ଼ କରିଥିବା କୁହାଯାଉଛି।  ବିସ୍ପୋରଣ ସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଫୁଟାଥିବା ବୋମାର ଅବଶିଷ୍ଟାଂଶ ଓ ଖୋକା ଜବତ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ […]

c

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 05:51 AM IST

କଟକ: କଟକ ବଜ୍ରକବାଟିରେ ବୋମାମାଡ଼ ସାଙ୍ଗକୁ ଫାଙ୍କା ଗୁଳିଚାଳନା କରିଛନ୍ତି ଦୁବୃର୍ତ୍ତ।  ଏକ ହୋଟେଲ ଆଗରେ ଦୁଇଜଣ  ଦୁବୃର୍ତ୍ତ  ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛନ୍ତି। ଏକ ମୋଟର ସାଇକେଲରେ ଆସି  ଦୁବୃର୍ତ୍ତ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ବୋମାମାଡ଼ କରିଥିବା କୁହାଯାଉଛି।  ବିସ୍ପୋରଣ ସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଫୁଟାଥିବା ବୋମାର ଅବଶିଷ୍ଟାଂଶ ଓ ଖୋକା ଜବତ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।

Related story