ଡିସେମ୍ୱର ୩୧ ପର୍ଯ୍ୟନ୍ତ ହେବ ନାହିଁ ବିଦ୍ୟୁତ୍ କାଟ୍

ଭୁବନେଶ୍ୱର: ଡିସେମ୍ୱର ୩୧ ପର୍ଯ୍ୟନ୍ତ ହେବ ନାହିଁ ବିଜୁଳି କାଟ। ଦିନ କି ରାତିରେ ବିଜୁଳି କାଟ କରାଯିବ ନାହିଁ ବୋଲି ଶକ୍ତି ବିଭାଗର ବୈଠକ ପରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ବୈଠକ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଏବେ ଆବଶ୍ୟକତା ଅନୁସାରେ ବିଜୁଳି ଉତ୍ପାଦନ ହେଉଥିବାରୁ ଘରୋଇ କମ୍ପାନୀଠାରୁ ବିଜୁଳି କିଣିବାର ଯୋଜନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। […]

bidut

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 03:20 PM IST

ଭୁବନେଶ୍ୱର: ଡିସେମ୍ୱର ୩୧ ପର୍ଯ୍ୟନ୍ତ ହେବ ନାହିଁ ବିଜୁଳି କାଟ। ଦିନ କି ରାତିରେ ବିଜୁଳି କାଟ କରାଯିବ ନାହିଁ ବୋଲି ଶକ୍ତି ବିଭାଗର ବୈଠକ ପରେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ବୈଠକ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଏବେ ଆବଶ୍ୟକତା ଅନୁସାରେ ବିଜୁଳି ଉତ୍ପାଦନ ହେଉଥିବାରୁ ଘରୋଇ କମ୍ପାନୀଠାରୁ ବିଜୁଳି କିଣିବାର ଯୋଜନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପିକ୍ ଆୱାରରେ ୩୭୫୦ରୁ ୩୮୦୦ଶହ ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ ନନ ପିକଆୱାରରେ ୩୦୦୦ ମେଗାୱାଟ ବିଜୁଳି ଆବଶ୍ୟକ ହେଉଛି।

Related story