ଜାଣିଛନ୍ତି, ଆପଣଙ୍କ ଫୋନ୍‌ରେ ଅଛି ଏସବୁ ସୁବିଧା

ସ୍ମାର୍ଟ୍‌ ଫୋନ୍‌ରେ ଥିବା ଫିଚର୍ସ ବିଷୟରେ ୟୁଜର୍ସ୍‌ଙ୍କୁ ଅଳ୍ପ ବହୁତେ ଜଣା ଥାଏ। କିନ୍ତୁ ଫୋନ୍‌ ସହିତ ଜଡିତ ଏପରି କିଛି ସେଟିଂ ରହିଛି ଯାହାକୁ ବ୍ୟବହାରକାରୀ  ହୁଏତ ଜାଣି ନ ଥିବେ। ଏହି ସେଟିଂ ଜରିଆରେ ଫୋନ୍‌ ଟ୍ରାକିଂ କରିବା ସହ ଅନେକ ବିଷୟରେ ଜାଣି ହୁଏ। ଏହି ସର୍ଭିସ୍‌ ussd କୋଡ୍‌ ଦ୍ୱାରା ଆକ୍ଟିଭ୍‌ ଓ ଡିଆକ୍ଟିଭ୍‌ କରାଯାଇଥାଏ। ଅନେକ ଲୋକେ ତାଙ୍କ ଫୋନ୍‌ ଟ୍ରାକିଂ ହୋଇଛି ବୋଲି ଜାଣି ମଧ୍ୟ ପାରନ୍ତି ନାହିଁ। […]

mobile_codes_1921488_835x547-m

mobile_codes_1921488_835x547-m

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 02:55 PM IST

Sports

Latest News

ସ୍ମାର୍ଟ୍‌ ଫୋନ୍‌ରେ ଥିବା ଫିଚର୍ସ ବିଷୟରେ ୟୁଜର୍ସ୍‌ଙ୍କୁ ଅଳ୍ପ ବହୁତେ ଜଣା ଥାଏ। କିନ୍ତୁ ଫୋନ୍‌ ସହିତ ଜଡିତ ଏପରି କିଛି ସେଟିଂ ରହିଛି ଯାହାକୁ ବ୍ୟବହାରକାରୀ  ହୁଏତ ଜାଣି ନ ଥିବେ। ଏହି ସେଟିଂ ଜରିଆରେ ଫୋନ୍‌ ଟ୍ରାକିଂ କରିବା ସହ ଅନେକ ବିଷୟରେ ଜାଣି ହୁଏ। ଏହି ସର୍ଭିସ୍‌ ussd କୋଡ୍‌ ଦ୍ୱାରା ଆକ୍ଟିଭ୍‌ ଓ ଡିଆକ୍ଟିଭ୍‌ କରାଯାଇଥାଏ।

ଅନେକ ଲୋକେ ତାଙ୍କ ଫୋନ୍‌ ଟ୍ରାକିଂ ହୋଇଛି ବୋଲି ଜାଣି ମଧ୍ୟ ପାରନ୍ତି ନାହିଁ। ତେବେ ଆଜି ଆପଣଙ୍କୁ କିଛି ଏପରି କୋଡ୍‌ ବିଷୟରେ କହିବାକୁ ଯାଉଛୁ ଡାହାକୁ ଡାଏଲ୍‌ କରି ଆପଣଙ୍କ ଫୋନ୍‌ କେଉଁ ପ୍ରକାର ଟ୍ରାକ୍‌ ହୋଇଛି ଯେପରି କଲ୍‌ ଫରୱାର୍ଡ୍‌, ମେସେଜ୍‌ ଫରୱାର୍ଡ୍‌, ରି-ଡାରେକ୍ଟ, ସହ ଫୋନ୍ ଟ୍ରାକିଂ ହୋଇଥିଲେ  ବନ୍ଦ କରିପାରିବେ। ତେବେ ଆସନ୍ତୁ  ଜାଣିବା କେଉଁ ସବୁ କୋଡ୍‌ରେ କଣ ସବୁ ସର୍ଭିସ୍‌ ଟେଲିକମ୍‌ କମ୍ପାନୀ ଦେଇଛି।

କୋଡ୍‌ ##4636##

ଏହି କୋଡ୍‌ ସାହାଯ୍ୟରେ ମୋବାଇଲ୍‌ ଫୋନ୍‌ ବ୍ୟାଟେରି, ୱାଇଫାଇ କନେକ୍ସନ୍‌ ଟେଷ୍ଟ୍‌, ମଡେଲ୍‌ ନମ୍ୱର, ରାମ୍‌ ପରି ବିଷୟର ସୂଚନା ପାଇପାରିବେ।

କୋଡ୍‌*#62#

ଯଦି ଆପଣଙ୍କ ନମ୍ୱରରେ ନୋ ସର୍ଭିସ୍ ବା ନୋ ନମ୍ୱର ଆସୁଛି  ତେବେ କୋଡ୍‌  ଡାଏଲ୍‌ କରନ୍ତୁ। ଏହା କଲ୍‌ ମେସେଜ୍‌ ସେବାକୁ ଆକ୍ଟିଭ୍‌ କରିଦେବ।

କୋଡ୍‌ *#21#

ଏହି କୋଡ୍‌ ମାଧ୍ୟମରେ ଡାଟା ଭଏସ୍‌ ଫରୱାର୍ଡ୍‌ ହୋଇଛି କି ନାହିଁ ତାହା ଜାଣିପାରିବେ।

କୋଡ୍ ##002#

ଯଦି ଆପଣଙ୍କ ନମ୍ୱରରେ ଅନ୍ୟ କଲ୍‌ ଫର୍‌ୱାର୍ଡ୍‌ ହୋଇଛି ତେବେ ଏହି କୋଡ୍‌ରୁ ବନ୍ଦ କରିହେବ ।

*#06#

ଏହି କୋଡ୍‌ ମାଧ୍ୟମରେ ଫୋନ୍‌ ସିମ୍‌ ସ୍ଲଟ୍‌ର IMEI ନମ୍ୱର ଜାଣିହେବ। ଫୋନ୍‌ ଚୋରି କିମ୍ୱା ହଜିଗଲେ ଏହି ନମ୍ୱର ମାଧ୍ୟମରେ ଟ୍ରାକ୍‌ କରିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story