ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ, ରାଗି ଯିବେ ଲକ୍ଷ୍ମୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସମ୍ପତ୍ତି, ସୌଭାଗ୍ୟ ଏବଂ ସୁଖସମୃଦ୍ଧିର ଦେବୀ ହେଉଛନ୍ତି ମା&rsquo; ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ ବୋଲି ବିଶ୍ୱାସ ରହିଛି। ତେଣୁ ମା&rsquo; ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ନାନା ପୂଜାପାଠ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ ବ୍ୟତୀତ ଆଉ କିଛି ନୀତି ନିୟମ ମଧ୍ୟ ପାଳନ କରିବାକୁ ହୁଏ। ସୂର୍ଯ୍ୟାସ୍ତ ପରେ ପଡ଼ୋଶୀ ଘର ଲୋକେ &#039;କ୍ଷୀର&#039; କିମ୍ବା &#039;ଦହି&#039; ମାଗିଲେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 08:29 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସମ୍ପତ୍ତି, ସୌଭାଗ୍ୟ ଏବଂ ସୁଖସମୃଦ୍ଧିର ଦେବୀ ହେଉଛନ୍ତି ମା&rsquo; ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ ବୋଲି ବିଶ୍ୱାସ ରହିଛି। ତେଣୁ ମା&rsquo; ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ନାନା ପୂଜାପାଠ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ ବ୍ୟତୀତ ଆଉ କିଛି ନୀତି ନିୟମ ମଧ୍ୟ ପାଳନ କରିବାକୁ ହୁଏ। ସୂର୍ଯ୍ୟାସ୍ତ ପରେ ପଡ଼ୋଶୀ ଘର ଲୋକେ &#039;କ୍ଷୀର&#039; କିମ୍ବା &#039;ଦହି&#039; ମାଗିଲେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos