ଯାତ୍ରା ସମୟରେ କରନ୍ତୁ ନାହଁ ଏହି ଭୁଲ୍: ନହେଲେ...

ପିକ୍‌ନିକ୍‌ରେ ଯିବା ବେଳେ ହେଉ କି କୌଣସି କାମରେ ବାହାରକୁ ଗଲାବେଳେ ମନ ବେଶ୍ ଆନନ୍ଦିତ ବା ଉତ୍‌ଫୁଲିତ ଥାଏ। ସମସ୍ତେ ଚାହାଁନ୍ତି ସୁଖଦ ଯାତ୍ରା। କିନ୍ତୁ ଅଜାଣତରେ ଆମେ ଯାତ୍ରା ସମୟରେ ଏପରି କିଛି କାମ କରି ଦେଉ ଯାହାର କୁପ୍ରଭାବ ଆମ ଯାତ୍ରା ଉପରେ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯାତ୍ରା ସମୟରେ ନିମ୍ନଲିଖିତ କଥାଗୁଡ଼ିକୁ ଆଦୌ କରିବା ଉଚିତ ନୁହେଁ। ୧. ଯାତ୍ରା କଲା ବେଳେ ଭୁଲରେ ବି କିଛି ନକରାତ୍ମକ ଶବ୍ଦର ବ୍ୟବହାର […]

journey

journey

Rakesh Mallick
  • Published: Friday, 29 December 2017
  • Updated: 29 December 2017, 10:45 AM IST

Sports

Latest News

ପିକ୍‌ନିକ୍‌ରେ ଯିବା ବେଳେ ହେଉ କି କୌଣସି କାମରେ ବାହାରକୁ ଗଲାବେଳେ ମନ ବେଶ୍ ଆନନ୍ଦିତ ବା ଉତ୍‌ଫୁଲିତ ଥାଏ। ସମସ୍ତେ ଚାହାଁନ୍ତି ସୁଖଦ ଯାତ୍ରା। କିନ୍ତୁ ଅଜାଣତରେ ଆମେ ଯାତ୍ରା ସମୟରେ ଏପରି କିଛି କାମ କରି ଦେଉ ଯାହାର କୁପ୍ରଭାବ ଆମ ଯାତ୍ରା ଉପରେ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯାତ୍ରା ସମୟରେ ନିମ୍ନଲିଖିତ କଥାଗୁଡ଼ିକୁ ଆଦୌ କରିବା ଉଚିତ ନୁହେଁ।

୧. ଯାତ୍ରା କଲା ବେଳେ ଭୁଲରେ ବି କିଛି ନକରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଯାତ୍ରାରେ ବାଧାବିଘ୍ନ ଆସିଥାଏ।

୨. ଯେତେବେଳେ ବି ଯାତ୍ରାରେ ବାହାରୁଛନ୍ତି, ନିଜ ଇଷ୍ଟ ଦେବଙ୍କୁ ସ୍ମରଣ କରନ୍ତୁ ଓ ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରନ୍ତୁ। ଏହା ଦ୍ୱାରା ଯାତ୍ରା ଶୁଭ ଓ ସଫଳ ହୋଇଥାଏ।

୩. ଯାତ୍ରାରେ ଯିବା ପୂର୍ବରୁ କୌଣସି ନଦୀ, ନିଆଁ, ପବନ, ଦେବାଦେବୀ, ବୟସ୍କ ଲୋକ, ମାତାପିତା ଅବା କୌଣସି ନାରୀଙ୍କ ମଜା ଉଡ଼ାନ୍ତୁ ନାହିଁ କି ସେମାନଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଏପରି କଲେ ଭଗବାନ କ୍ରୋଧିତ ହୋଇଯାଆନ୍ତି ଓ ଯାତ୍ରାରେ ବାଧା ଉପୁଜିଥାଏ।

୪. ଯାତ୍ରାରେ ଯିବା ବେଳେ ପ୍ରଥମେ ନିଜ ଡାହାଣ ଗୋଡ଼କୁ ଘରୁ ବାହାରକୁ ବାହାର କରନ୍ତୁ। ଯଦି କୌଣସି କାମରେ ଯାଉଛନ୍ତି ତେବେ ଗରିବଙ୍କୁ ଦାନ ଦିଅନ୍ତୁ। ଗାଈକୁ ରୁଟି ବା ଚାରା ଖୁଆନ୍ତୁ। ଏପର କଲେ ଯାତ୍ରା ସଫଳ ହେବ।

୫. ମଙ୍ଗଳବାର ଯଦି ଉତ୍ତର ଦିଗକୁ ଯାତ୍ରା କରିବାର ଅଛି ତେବେ ଘରୁ ଗୁଡ଼ ଖାଇ ବାହାରନ୍ତୁ। ବୁଧବାର ଯଦି ଉତ୍ତର ଦିଗକୁ ଯାତ୍ରା କରିବାର ଅଛି ତେବେ ଘରୁ ଧଣିଆ ଖାଇ ବାହାରନ୍ତୁ। ଗୁରୁବାର ଯଦି ଦକ୍ଷିଣ ଦିଗକୁ ଯାତ୍ରା କରୁଛନ୍ତି ତେବେ ଘରୁ ଦହି ଖାଇ ବାହାରନ୍ତୁ। ଶୁକ୍ରବାର ଦିନ ଯଦି ପଶ୍ଚିମ ଦିଗକୁ ଯାତ୍ରା କରୁଛନ୍ତି ତେବେ ଘରୁ ଜଅ ଖାଇ ବାହାରନ୍ତୁ। ଶନିବାର ଦିନ ଯଦି ପୂର୍ବ ଦିଗକୁ ଯାତ୍ରା କରିବା ଆବଶ୍ୟକ ହୁଏ, ତେବେ ଘରୁ ଅଳ୍ପ ଅଦା ନହେଲେ ଅଳ୍ପ କଳା ବିରି ଖାଇ ବାହାରକୁ ବାହାରନ୍ତୁ। ଏପରି କଲେ ଯାତ୍ରା ସଫଳ ହୋଇଥାଏ।

୬. ଜରୁରୀ ଯାତ୍ରାରେ ଯାଉଥିବା ବେଳେ ଯଦି ବିଲେଇ ବାଟ କାଟେ, କୂଆ ମୁଣ୍ଡରେ ବସେ, କାହା ଶବ ଯାଉଥାଏ, ଛିଙ୍କ ହୁଏ ବା ଯଦି କେହେ ପଛରୁ ଡାକିଦିଏ, ତେବେ କିଛି ସମୟ ପାଇଁ ରହିଯାଆନ୍ତୁ। ପ୍ରଥମେ କିଛି ଖାଇକି ମୁହଁ ଅଇଁଠା କରନ୍ତୁ ଓ ତା’ପରେ ବାହାରନ୍ତୁ। କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ପାଣି ପିଇ ବାହାରନ୍ତୁ। ଏପରି କଲେ ଦୁର୍ଘଟଣାରୁ ବଞ୍ଚିଯିବେ।

୭. ଭୁଲ୍‌ରେ ବି ଗୁରୁବାର ଦିନ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ମୃତ୍ୟୁ ତୁଲ୍ୟ କଷ୍ଟ ଭୋଗିବାକୁ ପଡ଼ିବ। ଏହା ବ୍ୟତୀତ ମଙ୍ଗଳବାର ଓ ବୁଧବାର ଉତ୍ତର ଦିଗକୁ ଯାତ୍ରା କଲେ ଶାରୀରିକ ଓ ମାନସିକ କଷ୍ଟ ଭୋଗିବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story