ଭୁବନେଶ୍ୱର(ଓଡିଶା ରିପୋର୍ଟର): ମନ ଦୁଃଖ ଥିଲେ ଆମେ ଅନ୍ଧାରୁଆ ସ୍ଥାନକୁ ଯାଇ ବସିଯାଆନ୍ତି। ଅନ୍ଧାରରେ କିଛି ସମୟ ନିରବରେ ବସିବା ପରେ ମନ ହାଲକା ଲାଗେ। କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଅନ୍ଧାର ସ୍ଥାନରୁ ସବୁବେଳେ ଦୂରେଇ ରୁହନ୍ତୁ। ଯେତେ ସମ୍ଭବ ଅନ୍ଧାରରେ କମ୍ ସମୟ ବିତାନ୍ତୁ। କାରଣ ଅନ୍ଧାରରେ ଅଲକ୍ଷ୍ମୀ ବାସ କରନ୍ତି। ଏକୁଟିଆ ଅନ୍ଧାର ଘରେ ବସିଲେ ମନକୁ ନାନା ପ୍ରକାର କୁଚିନ୍ତା ଆସିଥାଏ। ଏଥିସହ କେବେ ଅନ୍ଧାରୁଆ ସ୍ଥାନରେ ଭୋଜନ କରନ୍ତୁ ନାହିଁ। ଏହାଦ୍ଵାରା ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି। ତେଣୁ ଅନ୍ଧାରୁଆ ସ୍ଥାନରେ ଏହି ଦୁଇଟି କାମ ନକରିବାକୁ ସବୁବେଳେ ଚେଷ୍ଟା କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...