ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହୋଇଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନୃତତ୍ୱ ବିଭାଗର ପ୍ରଫେସର ଅଛନ୍ତି ସୌମେନ୍ଦ୍ର। ଏଥିସହ ଇଣ୍ଡିଆନ ଆନ୍ଥ୍ରପଲୋଜି ଅସୋସିଏସନ ଓ ଆଇଏଏର ସଭାପତି ଅଛନ୍ତି ପ୍ରଫେସର ସୌମେନ୍ଦ୍ର। ଆଇଏଏର ସଭାପତି ଭାବେ IGNOUରେ ସୋସିଆଲ ଆନ୍ଥ୍ରପୋଲୋଜିରେ ଏମଏ ପାଠ୍ୟକ୍ରମ ଆରମ୍ଭ କରିଥିଲେ।

mm

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 03:02 PM IST

Related story