ଦୁଇ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିଲେ, ଆଉ ଦୁଇ ସଂଘର ଆନ୍ଦୋଳନ ଜାରି

ଭୁବନେଶ୍ୱର: ତିନି ମାସ ମଧ୍ୟରେ ଦାବି ପୂରଣ ନେଇ ମନ୍ତ୍ରୀ ସ୍ତରୀୟ କମିଟିଠାରୁ ପ୍ରତିଶ୍ରୁତି ପାଇବା ପରେ ଗତକାଲି ରାତିରୁ ଆନ୍ଦୋଳନରୁ ଓହରି ଯାଇଛି ରାଜ୍ୟ ଗଣଶିକ୍ଷକ ମହାସଂଘ। ସେହିପରି ସ୍ଥାୟୀ ନିଯୁକ୍ତି ନେଇ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଓଡିଶା ଚୁକ୍ତିଭିତ୍ତିକ ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ମଧ୍ୟ ଗତକାଲିଠାରୁ ଆନ୍ଦୋଳନରୁ ଓହରି ଯାଇଛି। ତେବେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଓ ବ୍ଲକ୍ ଗ୍ରାଣ୍ଟ୍ ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଓ କର୍ମଚାରୀ ସଂଘ ସେମାନଙ୍କ […]

sikhyakankadharana

sikhyakankadharana

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 08:59 AM IST

Sports

Latest News

ଭୁବନେଶ୍ୱର: ତିନି ମାସ ମଧ୍ୟରେ ଦାବି ପୂରଣ ନେଇ ମନ୍ତ୍ରୀ ସ୍ତରୀୟ କମିଟିଠାରୁ ପ୍ରତିଶ୍ରୁତି ପାଇବା ପରେ ଗତକାଲି ରାତିରୁ ଆନ୍ଦୋଳନରୁ ଓହରି ଯାଇଛି ରାଜ୍ୟ ଗଣଶିକ୍ଷକ ମହାସଂଘ। ସେହିପରି ସ୍ଥାୟୀ ନିଯୁକ୍ତି ନେଇ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଓଡିଶା ଚୁକ୍ତିଭିତ୍ତିକ ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ମଧ୍ୟ ଗତକାଲିଠାରୁ ଆନ୍ଦୋଳନରୁ ଓହରି ଯାଇଛି। ତେବେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଓ ବ୍ଲକ୍ ଗ୍ରାଣ୍ଟ୍ ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଓ କର୍ମଚାରୀ ସଂଘ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି।

ନିଯୁକ୍ତିର ୬ ବର୍ଷରୁ ନିୟମିତ ଶିକ୍ଷକ ମାନ୍ୟାତା ଦାବିରେ ଗତ ୧୯ ତାରିଖରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲା ଗଣଶିକ୍ଷକ ମହାସଂଘ। ମନ୍ତ୍ରିସ୍ତରୀୟ କମିଟି ସହ ଆଲୋଚନା ପରେ ଓଡ଼ିଶା ଗଣ ଶିକ୍ଷକ ମହାସଂଘ ଆନ୍ଦୋଳନରୁ ଓହରି ଯାଇଛି। ଗତକାଲି ରାଜ୍ୟ ସଚିବାଳୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ପ୍ରତିଶ୍ରୁତି ଦେବା ପରେ ଏହି ନିଷ୍ପତ୍ତି ନେଇଥିଲା ଗଣଶିକ୍ଷକ ମହାସଂଘ। ଆସନ୍ତା ୩ମାସ ମଧ୍ୟରେ ସଂଘର ଦାବି ସରକାର ପୂରଣ କରିବାକୁ ମନ୍ତ୍ରୀସ୍ତରିୟ କମିଟି ହୋଇଥିବା ରାଜ୍ୟ ଗଣଶିକ୍ଷକ ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି।

୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରିବା ଏବଂ ବିଭିନ୍ନ ହାଇସ୍କୁଲରେ ୬ ବର୍ଷରୁ ଅଧିକ କାର୍ଯ୍ୟକରିଥିବା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ପାଇବା ପରେ ଓଡିଶା ଚୁକ୍ତିଭିତ୍ତିକ ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ମଧ୍ୟ ଆନ୍ଦୋଳନରୁ ଓହରିଛି।

ଏଥିସହିତ ରାଜ୍ୟର କୋରାପୁଟ, ନବରଙ୍ଗପୁର ଭଳି ୬ଟି ଜିଲ୍ଲାର ଶିକ୍ଷକ ମାନଙ୍କୁ ଗ୍ରେଡପେ ଦେବାକୁ ମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତି ନେଇଥିବା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଆଇଚ କହିଛନ୍ତି। ୫ ଦଫା ନେଇ ୧୯ ତାରିଖରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲା ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story