କେନ୍ଦ୍ର କୃଷିମନ୍ତ୍ରୀ ରାଧା ମୋହନ ସିଂଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

Ordigital Desk
  • Published: Saturday, 10 June 2017
  • , Updated: 10 June 2017, 12:39 PM IST
<p>[vc_row][vc_column][vc_video link=&quot;: କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ଗାଡ଼ି ଉପରକୁ ରାଜ୍ୟ ଅତିଥି ଭବନ ଆଗରେ ଅଣ୍ଡାମାଡ଼ ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ।</p> <p>ଜଟଣୀ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ରାଧାମୋହନ ସିଂଙ୍କୁ ଅଣ୍ଡାମାଡ଼ ହୋଇଛି।</p> <p>[/vc_column_text][/vc_column][/vc_row]</p>

Related story