ଜି.ଉଦୟଗିରିରେ ମୃଦୁ ଭୂକମ୍ପ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ସାଢେ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଜି. ଉଦୟଗିରି ସମେତ ରାଇକିଆ ଓ ଦାରିଙ୍ଗପାଡିରେ ମଧ୍ୟ ଏହାର ପ୍ରଭାବ ପଡିଛି। ତେବେ କୌଣସି ସ୍ଥାନରୁ କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ।

g udaygiri

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 05:46 PM IST

Related story