୨୪ ଯାଏଁ ତାତିରୁ ନାହିଁ ତ୍ରାହି : ୨୭ରୁ ବର୍ଷିପାରେ

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଦିନ ୧୧ଟା ପରେ ଲୋକେ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି।  ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଖରାରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଭ୍ୟନ୍ତର ଓଡ଼ିଶା ସହ ଉପକୂଳରେ ତାତି ବଢ଼ିବା ସହ କାଳବୈଶାଖୀ ଯୋଗୁଁ ଉତ୍ତର –ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ୨୭ ତାରିଖରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

Heat wave temperature

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 09:54 AM IST

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଦିନ ୧୧ଟା ପରେ ଲୋକେ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି।  ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଖରାରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଭ୍ୟନ୍ତର ଓଡ଼ିଶା ସହ ଉପକୂଳରେ ତାତି ବଢ଼ିବା ସହ କାଳବୈଶାଖୀ ଯୋଗୁଁ ଉତ୍ତର –ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ୨୭ ତାରିଖରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

Related story